ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଆର ରୋଡ ପୌର ନିର୍ବାଚନ – ଭାରତୀୟ ଜନତା ଦଳର ମାରାଥନ ପ୍ରଚାର

ନଗର ନିର୍ବାଚନ ର ଅନ୍ତିମ ଦିନ ପ୍ରଚାର ଖରିଆର ରୋଡ ଏନ ଏ ସି ର ମୁଖ୍ୟ ରାସ୍ତାରେ ଭାରତୀୟ ଜନତା ପାର୍ଟି ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀନୀ ଶ୍ରୀମତୀ ସୋନିଆ ଗୋଲଡି ଅଗ୍ରୱାଲ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ପାଇଁ ବିଜେପି ଖରିଆର ରୋଡ ନଗର ମଣ୍ଡଳ ତରଫରୁ ବିଶାଳ ପରିବର୍ତ୍ତନ ଶୋଭାଯାତ୍ରା ମାଧ୍ୟମରେ ଭୋଟ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ର ଆକର୍ଷଣ ଓ ନେତୃତ୍ୱରେ ଥିଲେ ଛତିଶଗଡ଼ ର ଜନପ୍ରିୟ ବରିଷ୍ଠ ବିଜେପି ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ବୃଜମୋହନ ଅଗ୍ରୱାଲ ଓ କଳାହାଣ୍ଡି ର ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା ।ଖରିଆର ରୋଡ ନଗର ବାସୀ ବିପୁଳ ସଂଖ୍ୟା ରେ ସାମିଲ ହୋଇ ସୂଚନା ଦେଉଥିଲେ ୨୪ ମାର୍ଚ୍ଚ ରେ ଖରିଆର ରୋଡ ରେ ପରିବର୍ତ୍ତନ ହେବ,ବିଜେପି ସରକାର ଆସିବ,ବିକାଶ ହେବ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀ ଅରବିନ୍ଦ ଙ୍କ ୧୫୦ତମ ଜନ୍ମବାର୍ଷିକ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ ଉତ୍ସବ ଆୟୋଜନ

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

Leave a Comment

error: Content is protected !!