ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସୁନାରିସୀକୂଆଁ ଗ୍ରାମ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଜମି ଉନ୍ନତିକରଣ କାର୍ଯ୍ୟ ର ହିତାଧିକାରୀ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଞ୍ଚାୟତ ର GRS ଓ ପିଅନ କୁ ଭିଜିଲାନ୍ସ ଧରିଛି।ସିକୂଆଁ ପଞ୍ଚାୟତ ର ଜିଆରଏସ ପ୍ରାଣ ବନ୍ଧୁ ଦଣ୍ଡସେନା ଏବଂ ପଂଚାୟତ ପିଅନ କମଳାକାନ୍ତ ବୈଠାରୁ , ଜମି ଉନ୍ନତିକରଣ କାର୍ଯ୍ୟ ପାଇ ମନୋଜ ମାଝୀ ଙ୍କ ଠାରୁ ନିଜ ଜମି ଉନ୍ନତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ପଞ୍ଚାୟତ ପିଅନ ଟଙ୍କା ଗଣୁ ଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲେ। ଭିଜିଲାନ୍ସ ବ୍ଦୁଇ ଜଣଙ୍କୁ ଗିରଫ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

masiha

ଏଏସଆଇ ଗୋପାଳ ଦାସ ସରକାରୀ ଚାକିରିରୁ ବିଦା , ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା SP

Sunil Chandra Nayak

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!