ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ଧାରଣା

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ଧାରଣା

ବିଡିଓ ଘଟଣା ସ୍ଥଳକୁ ଆସି ନିର୍ଭର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର…

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ପାଇଁ ଅନୁଦାନ ମିଲୁନାହିଁ, ଯାହା ଫଳରେ ୮ ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଦିର୍ଘ ବର୍ଷରୁ ତିନୋଟି ଶ୍ରେଣୀ କୋଠରୀରେ ଅଧ୍ୟୟନ କରି ଆସୁଛନ୍ତି। ଏନେଇ ପ୍ରଶାସନକୁ ବାରମ୍ବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜଣାଇବା ସତ୍ତ୍ୱେ କୌଣସି ସମାଧାନ ହୋଇ ପାରୁନାହିଁ। ଯାହାକୁ ନେଇ ଗତକାଲି ସ୍କୁଲରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳପାଇଁ ଅବିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଧାରଣାରେ ବସିଥିଲେ।    

       ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ୮ଟି ଶ୍ରେଣୀର ୧୭୫ ଜଣ ଛାତ୍ରଛାତ୍ରୀ ଦୁଇଟି ଶ୍ରେଣୀ କୋଠରୀ ଓ ଏକ ସିଆରସିସି ଗୃହରେ ଦିର୍ଘ ବର୍ଷରୁ ପାଠ ପଢି ଆସୁଛନ୍ତି। ଯେଉଁ ସବୁ କୋଠରୀ ରହିଛି ତାହା ପୁଣି ଦୁର୍ବଳ ଅବସ୍ଥାରେ ରହିଥିବାବେଳେ ଛାତରୁ ଅନେକ ସମୟରେ ସିମେଣ୍ଟ ଅତଡ଼ା ଧସୁଛି। ତେଣୁ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ବିପଦ ରହିଥିବାରୁ ପିଲାଙ୍କୁ ଅବିଭାବକ ମାନେ ସ୍କୁଲ ପଠାଇବା ପାଇଁ ମଧ୍ୟ ଭୟ କରୁଛନ୍ତି। ଏନେଇ ବିଭିନ୍ନ ସମୟରେ ଶ୍ରେଣୀ ଗୃହ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଅବିଭାବକ ଓ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ତେବେ ଅନୁରୂପ ଭାବେ ଗତ ଶୁକ୍ରବାର ଦିନ ମଧ୍ୟ କୋକସରା ବିଡ଼ିଓ ଏବଂ ବିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିଦେଇ ନଥିଲେ। ତେଣୁ ବାଧ୍ୟହୋଇ ସ୍କୁଲ ଖୋଲିବା ଆଗରୁ ଅବିଭାବକ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ବିଦ୍ୟାଳୟରେ ପହଞ୍ଚି ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଧାରଣାରେ ବସିଥିଲେ। ଖବର ପାଇ କାଉଡୋଲା ସିଆରସିସି ସୁମନ୍ତ ପ୍ରସାଦ ଠାକୁର ପହଞ୍ଚି ଆନ୍ଦୋଳନ କାରୀ ଅବିଭାବକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଲ ରହିଥିଲେ। କଂଗ୍ରେସ ନେତୃ ମଣ୍ଡଳୀ ଏହି ଧାରଣାରେ ସାମିଲ ହୋଇ ପ୍ରଶାସନ ସହିତ ଫୋନ୍ ଯୋଗେ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ଏହାପରେ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ପହଞ୍ଚି ଅଭିଭାବକ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା, ଯେ’ ପର୍ଯ୍ୟନ୍ତ କୌଣସି ନିର୍ଭର ପ୍ରତିଶ୍ରୁତି ଓ ସମସ୍ୟାର ସମାଧାନ ହେବ ନାହଁ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିବ ବୋଲି ଆନ୍ଦୋଳନରତ ଅବିଭାବକ ଓ ଗ୍ରାମବାସୀ ନିଜ ଜିଦରେ ଅଟଲ ରହିଥିଲେ। ଏହି ଆନ୍ଦୋଳନରେ ସ୍କୁଲ ପରିଚାଳନା କମିଟିର ସଭାପତି ଯୁବରାଜ ପ୍ରଧାନୀ, କୃଷ୍ଣଚନ୍ଦ୍ର ଦାସ, ବିମଳ ଦାସ, ସୁବାଷ କରୁଆଁ, ଅର୍ଜୁନ ସିଂ, ନରହରି ପାଣିଗ୍ରାହୀ, ତୀର୍ଥ ନାଏକ, ଅଜୟ ସିଂ, ମନ୍ମଥ ଦାସ, ମହେଶ୍ବର ପ୍ରଧାନୀ, ବନିତା ମାଝୀ, କାଞ୍ଚନ ପୁଝାରୀ, ତୁଲସା ପୁଝାରୀ, ବୈଦେହୀ ନାଏକ, ଭୂମି ସୂତା ନାଗ, ତ୍ରିବେଣୀ ବାଗ, ସଂଯୁକ୍ତା ସୁନା, ଭାନୁମତୀ ବାଗ ସମେତ ଅବିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ।

ତେବେ କୋକସରା ବିଡିଓ ଉତ୍ତମ କୁମାର ବାଗ ଗତ କାଲି ଅପରାହ୍ନରେ ଘଟଣା ସ୍ଥଳକୁ ଆସି ନିର୍ଭର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

masiha

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort