ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

ବଡ଼ବିଲ – ସତରେ ବଡ଼ ଭାଗ୍ୟବାନ ପାଲଟିଛି ଖଣି ଅଞ୍ଚଳର ଖଣି ବିଭାଗଟି।ଅଫିସର ଓ ଉଚ୍ଚ ଅଫିସରଙ୍କ ମଧ୍ୟରେ ଆଉ ନାହିଁ କିଛି ଭିନ୍ନତା।ଲାଗେ ଯେପରି ଅଞ୍ଚଳର ଦୁଇଟି ମହଲରେ ଥିବା ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟ ଗୋଟିଏ ହେବାକୁ ବସିଲାଣି।ସତରେ ଯେପରି ମିଳି ମିଶି ଏକ ହୋଇ ସବୁ କାର୍ଯ୍ୟ ହେବ,ଆଉ ପ୍ରଗତି ଆସିବା ଥୟ,କେହି ଯେପରି ବାଧକ ସାଜି ପାରିବେ ନାହିଁ।ରାଜଧାନୀର ନଅତାଲାସ୍ଥିତ ବିଭାଗରୁ କିଏ ଯେ ଶ୍ରୀ ସୁକାନ୍ତ ମିଶ୍ର ମହଦୋୟଙ୍କୁ ସ୍ଥାନୀୟ ଯୋଡ଼ା ଖଣି ବିଭାଗକୁ ମାସ ସରୁ ସରୁ ପହିଲା ହେଲେ ମାତ୍ରେ ପଠାନ୍ତି ଜଣା ନଥିବା ବେଳେ ଶ୍ରୀ ମିଶ୍ର କିନ୍ତୁ ଆସିବେ ମାନେ, କେବେ ହେଲେ ଉପର ମହଲରେ ଥିବା ଖଣି ଉପନିର୍ଦ୍ଦେଶକଙ୍କୁ ଭେଟ କରିବା ଭୂଳନ୍ତି ନାହିଁ।ପୂର୍ବ କଥା ଯାହା ଥିଲା,ଚଳିତ ମାସରେ କିନ୍ତୁ ଦୁଇ ପାଦ ଆଗକୁ ଯାଇ ଶ୍ରୀ ସୁକାନ୍ତ ମିଶ୍ର ତଳ ମହଲାରେ ଘନ ଘନ ଚାମ୍ବରରେ ରୁଦ୍ଧଦ୍ଵାରା ବୈଠକ ପରେ ବ୍ୟତୀତ,ଉପର ମହଲାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ ବିଭାଗରେ ଖଣି କମ୍ପାନୀ ଗୁଡ଼ିକର ପ୍ରାୟ ୨୩ ଜଣ ପ୍ରତିନିଧିଙ୍କୁ ଧରି ଏକ ବୈଠକ ମଧ୍ୟ କରିଥିବାର ଜାଣିବାକୁ ମିଳେ ।ଯେଉଁ ସଭାରେ ଜେ.ଏସ.ଡବ୍ଲୁ ଖଣି କମ୍ପାନୀର ପ୍ରତିନିଧି ସଂଖ୍ୟା ସର୍ବାଧିକ ଅଧିକ ରହିଥିବାର ଦେଖିବାକୁ ମିଳେ।ହେଲେ ପୂର୍ବ ପରି ଶ୍ରୀ ମିଶ୍ର (ଜେ.ଡି.ସି.ଏ) ଯୋଡ଼ା ସହରରେ ଥିବା ଏକ ବୃହତ ଘରୋଇ ଖଣି କମ୍ପାନୀରେ ନରହି ବଡ଼ବିଲ ସହରରେ ଏକ କୌଣସି ସ୍ଥାନରେ ରହିଥିବାର ବିଶେଷ ସୂତ୍ରରୁ ଜଣାପଡ଼େ। ଯାହା ହେଲେ ସରକାରୀ ଯୋଡ଼ା ଖଣି ବିଭାଗ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ସରକାରୀ ଆଇ.ବି ରେ କିନ୍ତୁ ରୁହନ୍ତି ନାହିଁ ଶ୍ରୀ ସୁକାନ୍ତ ମିଶ୍ର କାହିଁକି କିଜାଣି? ଯାହା ତାଙ୍କୁ ଜଣା ଥିବ,ଚାକିରୀ ସରକାରୀ କିନ୍ତୁ ରହଣି ଘରୋଇ ଗେଷ୍ଟ ହାଉସର କାରଣ ଏଯାଏ ଜଣା ପଡ଼ିନାହିଁ।ତେବେ ଦେଖିବାକୁ ଗଲେ ଖଣି ବିଭାଗର ସେତୁ ବନ୍ଧନ ପରି ସମ୍ପର୍କ ଏବେ ଖଣି ଅଞ୍ଚଳରେ ଚର୍ଚ୍ଚା ଯେ ଅଫିସର ହେଲେ କଣ ହେଲା ମିଳି ମିଶି କାମ କରିବା ଏକ ଉଦାହରଣ ପାଲଟିଛି ଡିପାର୍ଟମେଣ୍ଟ ପାଇଁ । ଯାହା କେଉଁଠି ଭୁଲ କିମ୍ବା ତ୍ରୁଟିକୁ ମଧ୍ୟ ମିଳି ମିଶି ସୁଧାର ମଧ୍ୟ କରି ଦେବେ ବୋଲି ସାଧାରଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ।ଏପରି ମିଳି ମିଶି କାମ କରିବାଟା ଆଗକୁ ଖୁବ୍ ଭଲ ଫଳ ପ୍ରଦ ରହିବା ବୋଲି ଆସ କରାଯାଏ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

ଶିକ୍ଷକ ସାରଙ୍ଗ ବହିଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort