ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ ,ବସ୍ତାର ସମସ୍ୟା ସମାଧାନ ହେଉ

ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ ,ବସ୍ତାର ସମସ୍ୟା ସମାଧାନ ହେଉ

ବସ୍ତା,୯/୧୨: ବସ୍ତା ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ଆଇନ ଶୃଙ୍ଖଳା ବ୍ୟବସ୍ଥା ,ଚୋରାମଦର ବ୍ୟାପକ କାରବାର ,ବେଆଇନ ଗୋ ଚାଲାଣ ,ଚାନ୍ଦା ଆଦାୟ ହେଉଥିବା ସମସ୍ୟା ସମ୍ପର୍କରେ ବସ୍ତା ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ବାଲେଶ୍ଵରର ଆରକ୍ଷୀ ଅଧିକ୍ଷକ ସlଗରିକା ନାଥଙ୍କୁ କାର୍ଯ୍ୟାଳୟରେ ଭେଟିଥିଲେ ।ବିଜେପିର ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରା , ଯୁବମୋର୍ଚ୍ଚା ବସ୍ତା ମଣ୍ଡଳ ସଭାପତି ଧିରେନ କୁମାର ସେଠୀ ,କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସୂର୍ଯ୍ୟନାରାୟଣ ସାହୁ ,ଧ୍ରୁବଚରଣ ସାହୁ, ଓବିସି ମୋର୍ଚ୍ଚା ସଭାପତି ରମେଶ ରାଉଳ ,ବସ୍ତା ମଣ୍ଡଳ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା ,ବସ୍ତା ମଣ୍ଡଳ ମିଡ଼ିଆ ସଂଯାଜକ ନିଧିଆ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏସପିଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଗୋ ଚାଲାଣ ରୋକିବା ସହ ସାଧାରଣ ଲୋକଙ୍କୁ ପୋଲିସ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ସମସ୍ୟା ସମାଧାନ ଦିଗରେ ସୁବ୍ୟବସ୍ଥା ହେବ ବୋଲି ଏସପି କହିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଜ୍ଞାନପୀଠ ପୁରସ୍କୃତ ବ୍ଯକ୍ତି ଓ ସମୟ ଭିତ୍ତିକ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସନ୍ଧ୍ୟାରାଣୀ

masiha

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଶୁଭେଚ୍ଛା ପ୍ରଦାନ

masiha

Leave a Comment

error: Content is protected !!