ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିକାଶ ର ବାର୍ତ୍ତା ନେଇ ସମର୍ପଣ ଯାତ୍ରା

ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିକାଶ ର ବାର୍ତ୍ତା ନେଇ ସମର୍ପଣ ଯାତ୍ରା

ଜୁନାଗଡ଼,୨୦/୧୨( ମ ନି ସ)ଜୁନାଗଡ ନିର୍ବାଚନ ମଣ୍ଡଳୀ ର ନୂଆ ବର୍ଷ ରେ ମାନ୍ୟବର ଜୁନାଗଡ଼ ବିଧାୟକ୍ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିକାଶ କାର୍ଯ୍ୟକ୍ରମ କୁ ନେଇ ଚିଚେଗୁଡା ଜଗନ୍ନାଥ ମନ୍ଦିର ରୁ ବିକାଶ ବାର୍ତ୍ତା ନେଇ ସମର୍ପଣ ଯାତ୍ରା ଆରମ୍ଭ ହୋଇଥିଲା l ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ମାନ୍ୟବର ବିଧାୟକ୍ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମ କୁ ବିଭିନ୍ନ ପଞ୍ଚାୟତ ରେ ପହଞ୍ଚିବାକୁ ନେଇ ଏକ ସମର୍ପଣ ଯତ୍ରl ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ୍ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଉପାଧକ୍ଷl ସୁଧୀରl ମେହେର୍, ବ୍ଲକ ଅଧ୍ୟକ୍ଷା ସବିତା ମେହେର୍, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ପୂର୍ବତନ ନଗର୍ ପାଲ ମହେଶ୍ ସାହୁ, ଉଦ୍ଧବ ଧାଙ୍ଗଡ଼ା ମାଝୀ, ଦିଲିପ ଠାକୁର, ସରପଞ୍ଚ ପ୍ରଭାକର ସେଠି,ଦିଗାମ୍ବର ରଣl, ଗୌରହରି ବାଗ, ପରମେଶ୍ଵର ମେହେର, ସତୀଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜୁନାଗଡ ନିର୍ବାଚନୀ ମଣ୍ଡଳୀ ରେ ମାନ୍ୟବର ବିଧାୟକ ଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି l ଏଥିନେଇ ଏହି ବିଧାନ ସଭା ନିର୍ବାଚନମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ର ଜନସାଧାରଣ ଙ୍କର ସ୍ନେହ ଶ୍ରଦ୍ଧା ଓ ଆଶିର୍ବାଦ ରହିଚି l ଏହି ନିର୍ବାଚନମଣ୍ଡଳୀ ର ବିକାଶ ଧାରା ଜାରି ରହିବ ଏବ୍ଂ ମାନ୍ୟବର ବିଧାୟକ ଙ୍କ ପ୍ରତି ଜନସାଧାରଣ ଅସ୍ତା ଓ ବିଶ୍ବାସ ସଦା ସର୍ବଦା ରହିଚି ଏବଂ ତାଙ୍କୁ ସଦା ବେଳେ ଉତ୍ସାହିତ କରିଛି l ଏହି ବିକାଶ ବାର୍ତ୍ତା ଓ ସଂକଳ୍ପ ପ୍ରତି ପଞ୍ଚାୟତ ର ଜନସାଧାରଣ ଙ୍କ ପାଖରେ କିପରି ପହଁଞ୍ଚିବ ସେଥି ନେଇ ଏହି ସମର୍ପଣ ଯାତ୍ରା ଆରମ୍ଭ ହୋଇଛି ବୋଲି ମାନ୍ୟବର ବିଧାୟକ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳି ର ପ୍ରତେକ ପଞ୍ଚାୟତ ରେ ପହଁଞ୍ଚିବା ର କାର୍ଯ୍ୟକ୍ରମ ରହିଛିl ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ 

Sunil Chandra Nayak

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

Leave a Comment

error: Content is protected !!