ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବ୍ଲକ ସ୍ତରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ 

ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବ୍ଲକ ସ୍ତରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ 

ବନ୍ଧୁଗାଁ ତା ୨୦/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି କଳା ଓ ପରମ୍ପରା ବଜାଇ ରଖିବା ପାଇଁ ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନିଷ୍ଟାଡିଆମ ପଡିଆ ଠାରେ ଲୋକନୃତ୍ୟ ଓ ସଙ୍କୀର୍ତ୍ତନ ଦଳକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆହୋଜନ କରାଯାଇଥିଲା। ମିନିଷ୍ଟାଡିଆମ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ପୁର୍ବତନ ସାଂସଦ ଓ ବିଜେଡି ଜିଲ୍ଲା ସଭାପତି ଝୀନ ହିକକା, ବିଡ଼ିଓ ଅଭିଷେକ ବିଶ୍ୱଜିତ ସେଠୀ,ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ପୁର୍ବତନ ସାଂସଦ ପାର୍ଥିନି କୌଶଲ୍ୟା ହିକକା, ବ୍ଲକ ସଭାପତି ବାଲା ନାଗ, ସମାଜ ସେବୀ ଶଙ୍କର ସାଉନ୍ତା,ଜୋନ ୨ କୋଡିନେଟର ଉତ୍ତମ ନାୟକ, ଏସ ଡି ସି ସଦସ୍ୟ ଲଡୁ ହୁଲୁକା, ଆଇଟିଡିଏ କ୍ଲାର୍କ କାଶୀ ପ୍ରସାଦ ନାୟକ,କାର୍ଯ୍ୟକାରି ସଭାପତି ଟି ଚନ୍ଦ୍ର ଶେଖର, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଗୌରୀ ମେଲେକା, ସସ୍ମିତା ପିଡ଼ିକା, ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା, ସମିତି ମେମ୍ବର ସିନାଜି ପୀଡିକା, ଦାସ ମେଲେକା, ବିଜେଡ଼ି ଜିଲ୍ଲା କାର୍ଯକାରୀ ସମ୍ପାଦକ ଅଭିମନ୍ୟୁ ଭାଣ୍ଡିି, ଯୁବ ସଭାପତି କାହ୍ନୁ ଚରଣ ବେବରା, ଆଇ ଟି ସେଲ ସାମ୍ବାଦିକ ସଞ୍ଜୀବ କୁମାର ବାଙ୍ଗାରୀ, ପ୍ରକାଶ ବିଡିକା ପ୍ରମୁଖ ଉପସ୍ଥିତ ରହି ଥିଲେ। ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ପୁନର୍ବାର ଉଦ୍ଜିବିତ କରିବା, ଗ୍ରାମାଞ୍ଚଳର ଲୁକାଇତ ପ୍ରତିଭା କୁ ଲୋକଲଚନ କୁ ଆଣିବା ସହିତ ଲୋପ ପାଇ ଆସୁଥିବା ପାରମ୍ପାରିକ ଆଦିବାସୀ ବାଦ୍ୟ ,ନୃତ୍ୟ କୁ ବଞ୍ଚାଇ ରଖିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିବାସୀ ବହୁଳ ଜିଲ୍ଲା ରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଥିବା ମୁଖ୍ୟ ଅତିଥି ମାନେ ବକ୍ତବ୍ୟ ରଖି ଥିଲେ। ଗତ କିଛି ବର୍ଷ ମଧ୍ୟରେ ଏସ ଡି ସି ମାଧ୍ୟମରେ ରାଜ୍ୟ ସରକାର ଜନଜାତି ମାନଙ୍କ ନିମନ୍ତେ ଅନେକ ପ୍ରକଳ୍ପ କରି ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ବନ୍ଧୁଗାଁ ବ୍ଲକର ୧୩ ଟି ସଙ୍କୀର୍ତ୍ତନ ମଣ୍ଡଳୀ ଓ ୭ ଟି ନୃତ୍ୟ ଦଳକୁ ପୋଷାକ ଆଭୂଷଣ ଓ ବାଦ୍ୟ ଯନ୍ତ୍ର ପ୍ରଦାନ କରାଯାଇଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ 

masiha

ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ “ଆଗେଇବା”ପରିବାର ଢେଙ୍କାନାଳ ଓ “ଆମ ପ୍ରତିଭା ଆମ ସମ୍ମାନ” ତରଫରୁ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort