ଉତ୍କେଲା,୦୨/୦୪,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ମେନ ରୋଡ ସାଇଡରେ ଜଣେ ଯୁବକ ଶନିବାର ଦିନ ଦ୍ବିପହରରେ ଅଚେତ ଅବସ୍ଥାରେ ପଡି ରହିଥିବା ସୁଚନା ଉତ୍କେଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅମ୍ବୁଲେନସ୍ ଯୋଗେ କେସିଙ୍ଗା ସରକାରି ଡାକ୍ତରଖାନା କୁ ପହଞ୍ଚାଇଥିବା ବେଲେ ସେଠାରେ ଯୁବକ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି।ପୋଲିସ ପଚରାଉଚରା ପରେ ଯୁବକ ଜଣକ ନା ହାତରେ ଇନ୍ଧ୍ର ଲେଖା ହୋଇଛି ଓ ସେ କିଛି ମାସ ପୁର୍ବରୁ ଉତ୍କେଲା କୁ ଆସି ବୁଲୁଥିଲା। ତାର ପ୍ରକୃତ ପରିଚୟ ଜଣା ପଡିନାହିଁ। ଯଦ୍ବାରା ଶବଟିକୁ କେସିଙ୍ଗା ସରକାରୀ ଡାକ୍ତରଖାନାରେ ରଖାଯାଇଅଛି।ଯୁବକର ପରିଚୟ ଓ ସଂପର୍କିୟ ଜଣା ନ ପଡନ୍ତି ତାହେଲେ ବାସ୍ତୋରି ଘଣ୍ଟା ପରେ ମାଜିଷ୍ଟେ୍ଟ ଉପସ୍ଥିତିରେ ଶବ ବ୍ୟବଛ୍ଛେଦ କରାଯିବ ବୋଲି ପୋଲିସ ପ୍ରକାଶ କରିଛନ୍ତି।
ଉକ୍କେଲାରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ