ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ପ୍ରତିଭା ସ୍ୱୀକୃତି ପତ୍ର”ରେ ସମ୍ମାନିତ ଡାବୁଗାଁ ବ୍ଳକର କାର୍ତ୍ତିକ ଭତ୍ରl 

“ପ୍ରତିଭା ସ୍ୱୀକୃତି ପତ୍ର”ରେ ସମ୍ମାନିତ ଡାବୁଗାଁ ବ୍ଳକର କାର୍ତ୍ତିକ ଭତ୍ରl 

ନବରଙ୍ଗପୁର-(୨୭|୧)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରା- ଗୁଡା ଗ୍ରାମ ପଞ୍ଚାୟତ କୁସୁମବନ୍ଧ ଗ୍ରାମ ଆଦିବାସୀ ପରିବାର ରେ ଜନ୍ମ କାର୍ତ୍ତିକ ଭତ୍ରl ଙ୍କ ଜନ୍ମ ପିତା ସ୍ଵର୍ଗତ ଧନଞ୍ଜୟ ଭତ୍ରl ଙ୍କ ଔରଷରୁ ମାତା ସ୍ଵର୍ଗତ ଲକ୍ଷ୍ମୀ ଭତ୍ରl ଙ୍କ ଗର୍ଭରୁ ଜନ୍ମ ହୋଇ ଥିଲେ l ପିଲାଟି ବେଳରୁ ନାଟ ଗୀତ ରେ ମନ ରହିଥିଲା, ଯାହାକି ସ୍ଵର୍ଗତ ଜେଜେବାପା ମାନସିଂ ଭତ୍ରl ଙ୍କର ମଧ୍ୟ ନାଟ ଗୀତର କଳା ଥିବା ବେଳେ କାର୍ତ୍ତିକ ଙ୍କ ବାପା ମଧ୍ୟ ନାଟ ଗୀତ ର କଳା ବେଶ୍ ଭଲ ଭାବରେ ରହିଥିବାରୁ କାର୍ତ୍ତିକ ପାଠ ପଢ଼ାରେ ମନ ନ ଦେଇ ନାଟ ଗୀତ ରେ ପଞ୍ଚମ ଶ୍ରେଣୀରୁ ପୁଷ୍ ପୁନି ନାଟ କରିବା, ବିଦ୍ୟାଳୟରେ ଡ୍ରାମା କରିବା ଏପରି ଏଇ କଳା ପ୍ରତି ଆକୃଷ୍ଟ ହୋଇ ମାଟ୍ରିକ ପର୍ଯ୍ୟନ୍ତ ଯାଇ ବିଦ୍ୟାଧ୍ୟୟନ ରେ ଡ଼ୋରି ବାନ୍ଧି ଦେଇଥିଲେ l ପ୍ରଥମେ ଜେଜେବାପା, ପରେ ବାପା ଓ କହ୍ନାଇ ଭାଟ ଙ୍କୁ ଗୁରୁ ରୂପରେ ଗ୍ରହଣ କରିଥିଲେ ହେଁ ଗୁରୁ ଅନ୍ୟତ୍ର ପଳାଇ ଯିବାରୁ ତାଙ୍କ ବାପାଙ୍କ କଥାକୁ ମାନି ମନ୍ତ୍ରୀଗୁଡା ଗ୍ରାମର ଡମ୍ବରୁ ବିଶୋଇ ଙ୍କୁ ଗୁରୁ କରିଥିଲେ l ସେ ନିଜେ ୯ ଟି ନାଟକ ରଚନା କରି ପ୍ରଦର୍ଶନ କରାଇବା ପରେ ଲୋକେ କାର୍ତ୍ତିକ ନାଟ ଗୁରୁ ରୂପେ ଆଖ୍ୟା ଦେଇଥିଲେ l ସେହି ଉଦ୍ୟମ ଜାରୀ ରଖି ଥିବାରୁ ବ୍ଳକ କଳା ସଂସ୍କୃତି ର ଉପ ସଭାପତି ଓ ଜିଲ୍ଲା କଳା ସଂସ୍କୃତି ର ଉପସଭାପତି ଦାୟିତ୍ଵ ନିର୍ବାହ କରୁଛନ୍ତି l ଭୁବନେଶ୍ବର ରାଜ୍ୟ ସ୍ତରୀୟ ଆଦିବାସୀ ମେଳା-୨୦୨୪,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ, ଓଡିଶା ସରକାର ଙ୍କ ଦ୍ଵାରା ପ୍ରତିଭା ସ୍ୱୀକୃତି ପତ୍ର ଆଦିବାସୀ ପଡିଆଠାରେ ସମ୍ମାନୀତ ହୋଇ ଜିଲ୍ଲା, ବ୍ଳକ ଓ ଗ୍ରାମର ନାମ ଟେକ ରଖିଛନ୍ତି l ଯାହାକି ସବୁରି ମୁହଁରେ ପ୍ରଶଂଶନୀୟ ହୋଇ ଉଠିଛନ୍ତି l କାର୍ତ୍ତିକ ଭତ୍ରl ଗୀତ, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଆପନଙ୍କର ନୀରବ ଛିନ୍ନ ସାଧନା ଓ ଅବଦାନ ଅନନ୍ୟ ଅଟେ ଆପଣଙ୍କ କୃତୀରେ ଗୌରବାନ୍ୱିତ ଓଡିଶା ବାସୀ ଙ୍କ ପକ୍ଷରୁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଆଜି ସାମ୍ବତ୍ସରିକ ରାଜ୍ଯ ସ୍ତରୀୟ ଆଦିବାସୀ ମେଳା-୨୦୨୪ ଅବସରରେ ଆପଣଙ୍କୁ ସମ୍ବର୍ଦ୍ଧିତ କରୁଅଛୁ l ସାଧନା କ୍ଷେତ୍ରରେ ଆପଣ ଶୀର୍ଷତମ ଶିଖର ସ୍ପର୍ଶ କରନ୍ତୁ, ଏହାହିଁ କାମନା l ଏପରି ଲେଖା ଥିବା “ପ୍ରତିଭା ସ୍ୱୀକୃତି ପତ୍ର” ମେମ୍ବର ସେକ୍ରେଟାରୀ, କମିଶନର କମ ସେକ୍ରେଟାରୀ ଓ ହନରେବୁଲ ମିନିଷ୍ଟର, ଏସ୍ ଟି ଆଣ୍ଡ ଏସ୍ ସି ଡିପାର୍ଟମେଣ୍ଟ, ମାଇନରିଟିଜ ଆଣ୍ଡ ବ୍ୟାକ୍ ୱାର୍ଡ଼ କ୍ଲାସେସ ୱେଲଫେୟାର ଆଣ୍ଡ ଲ ଙ୍କ ଦସ୍ତଖତ ଥିବା ପାଇ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ

Sunil Chandra Nayak

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort