ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଣୀ ଚିକିତ୍ସାଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଲା , ଵହଳଦାରେ ପଶୁପାଳକ ମାନେ ସେବା ପାଇବାରୁ ବଂଚିତ

ପ୍ରାଣୀ ଚିକିତ୍ସାଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଲା , ଵହଳଦାରେ ପଶୁପାଳକ ମାନେ ସେବା ପାଇବାରୁ ବଂଚିତ

  ମୟୂରଭଞ୍ଜ -୧/୦୨/୨୪ ( ମସିହା) ସାରା ଓଡ଼ିଶାରେ ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।ଯାହା ଫଳରେ ବହଳଦା ବ୍ଳକର ପଶୁ ପାଇକମାନେ ସେମାନଙ୍କ ଅସୁସ୍ଥ ଗାଈ,ଗୋରୁ,ଛେଳି, କୁକୁଡ଼ା,ବତକ ମାନଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ସେଠାରୁ ସେବା ଓ ପରାମର୍ଶ ନ ପାଇ ହନ୍ତସନ୍ତ ହୋଇ ଫେରୁଛନ୍ତି ।ପଶୁପାଳକ ମଧ୍ୟରେ ଅସନ୍ତୋଷ ର ଦାନା ବୃଦ୍ଧି ପାଉଛି ।ଋଣ କରି ପଶୁପାଳନ କରୁଥିବାବେଳେ ପଶୁ ଚିକିତ୍ସା ରୁ ବଂଚିତ ହେଉଛନ୍ତି ।କିଛି କିଛି ଛେଳି, କୁକୁଡ଼ା ରୋଗରେ ମରି ଗଲେଣି ।ଗାଇ ଗୋରୁ ମାନଙ୍କ ଅବସ୍ଥା ନ କହିଲେ ଚଳେ ।ପ୍ରାଣୀ ଚିକିତ୍ସକ ମାନେ କହିବା ମୁତାବକ ସରକାର ସେମାନଙ୍କ କେଡର ରୁଲ କରି ପଦୋନ୍ନତି ଦେବା,ପ୍ରାଣୀ ଚଇକଇସ୍କମଆନଏ ନିଃଶୁଳ୍କ ସେବା ଦେବା,୨୪ ଘଣ୍ଟିଆ ବିଶେଷଜ୍ଞ ସେବା ଦେବା,ରେଫେରାଲ ସୁବିଧା ସହ ଦ୍ବାର ଦେଶରେ ସେବା ଯୋଗାଇବା ଇତ୍ୟାଦି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବସ୍ତା ଅଞ୍ଚଳ ସମାଚାର

masiha

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

Regional level Divyang Conference held at Rayagada

masiha

Leave a Comment

error: Content is protected !!