ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ନୂଆ- ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ର ଦ୍ଵିତୀୟ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ

“ନୂଆ- ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ର ଦ୍ଵିତୀୟ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓ- ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମର ଶୁଭ ବୁଧବାର ୨ୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଓଡିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ତଥା ବନ ସୁରଭି ପ୍ରକାଶନର ମୁଖ୍ୟ ସମ୍ପାଦକ ବଲ୍ଳଭ ରାଉତ ଯୋଗ ଦେଇଥିବା ବେଳେ ଓ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟାପିକା ପ୍ରତିକ୍ଷା ସ୍ଵାଇଁ, ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ଲିପୁ ଚନ୍ଦ୍ର ମାଝୀ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଚାଲୁରହିଥିଲା l ମୁଖ୍ୟ ଅତିଥି ଙ୍କ ଓଜସ୍ଵିନୀ ଭାଷଣ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଥମ୍ବିତ କରି ଦେଇଥିଲା l ସେ ତାଙ୍କ ଭାଷଣରେ ଜଗନ୍ନାଥଙ୍କ ଐତିହ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବର୍ଣ୍ଣନା କରି ସମସ୍ତ ହୃଦୟ କୁ ଜୟ କରି ଦେଇଥିଲେ l ସମ୍ମାନୀତ ଅତିଥି ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଭାଷା, ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ବାଖ୍ୟା କରିଥିଲେ l ସମ୍ମାନୀତ ଅତିଥି ସମ୍ମାନୀତ ଅତିଥି ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମନୀଷା ସରକାର ବଙ୍ଗୀୟ ସମ୍ପ୍ରଦାୟର ହୋଇଥିଲେ ହେଁ ଓଡ଼ିଆ ଭାଷାର ଜନ୍ମ ଦାତ୍ରୀ ସଂସ୍କୃତ ବୋଲି ସେ ମତ ବ୍ୟକ୍ତ କରିଥିଲେ l ଆମ ଭାଷାକୁ ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚିତ କରାଇବା ପ୍ରୟାସ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତ ଅତିଥି ମୁଖ୍ୟ ଅତିଥି ଧନ୍ୟବାଦ ଜଣାଇଥିଲେ l ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ପ୍ରବନ୍ଧ, ସଙ୍ଗୀତ, ବକ୍ତୃତା ଓ ଜଗନ୍ନାଥ ଙ୍କ ଭଜନ ଉପରେ ପ୍ରତିଯୋଗୀତା କରାଯାଇ ପ୍ରଥମ, ୨ୟ ଓ ୩ୟ ମନୋନୀତ କରାଯାଇ ଗୁରୁବାର ଦିନ ଉଦଯାପନୀ ଉତ୍ସବରେ ଏକକ ନୃତ୍ୟ, ଦୈତ ନୃତ୍ୟ ଓ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇ ସମସ୍ତ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯିବ l ଅଧ୍ୟାପକ ସରୋଜ କୁମାର ବୋଡ଼କିଆ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

Sunil Chandra Nayak

୭୬ ତମ ସ୍ଥଳ ସେନା ଦିବସ ପାଳିତ 

masiha

ବନ୍ଧୁଗାଁ ବ୍ଲକରେ ୧୮ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort