ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ମୟୁରଭଞ୍ଜଙ୍କ ଦ୍ୱାରା ବାରିପଦା ଠାରେ ଜନଜାତି ସାଂସ୍କୃତିକ ସମ୍ମିଳନୀ ମହାସମାରୋହ ଏସଡିସି ଫୁଟବଲ କପ୍ ବିଜେତାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ମୟୁରଭଞ୍ଜଙ୍କ ଦ୍ୱାରା ବାରିପଦା ଠାରେ ଜନଜାତି ସାଂସ୍କୃତିକ ସମ୍ମିଳନୀ ମହାସମାରୋହ ଏସଡିସି ଫୁଟବଲ କପ୍ ବିଜେତାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ 

  ମୟୂରଭଞ୍ଜ – ୧୮/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିର ବିକାଶ ଏବଂ ଯୁବବର୍ଗଙ୍କ ଭିତରେ ଲୁକ୍କାୟିତ ରହିଥିଵା କ୍ରୀଡା ନୈପୁଣ୍ୟତାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ,ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରିଷଦର ଅଧ୍ୟକ୍ଷ ଡ଼.ଦେବାଶିଷ ମାରାଣ୍ଡୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପଂଚାୟତସ୍ତରରୁ ଆରମ୍ଭକରି ପଂଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଏକ ବିରାଟ ଫୁଟବଲ ଟୁର୍ନାମେଣ୍ଟ “ଏସଡିସି ଗ୍ରାଣ୍ଡ କପ “ଆୟୋଜନ ହୋଇଯାଇଛି l ଜିଲ୍ଲାର ୨୬ଟି ବ୍ଲକର ୨୬ଟି ବିଜେତା ଦଳକୁ ନେଇ ରାଇରଙ୍ଗପୁର କଚେରୀ ପଡିଆରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛ ରାଇରଙ୍ଗପୁର ଷ୍ଟାଡିୟମରେ ଆଜି ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କୁଳିଅଣା ଫୁଟବଲ ଦଳ ୧/୦ ରେ ତିରିଂ ଫୁଟବଲ ଦଳକୁ ପରାସ୍ତ କରି ଚମ୍ପିୟାନ ହେବା ସହ ଏସଡିସି କପ୍ ବିଜେତା ହୋଇଥିଲେ । ସେହି ଦୁଇ ବିଜେତା ଦଳଙ୍କୁ ବାରିପଦାସ୍ଥ ଛଉ ପଡିଆକୁ ନିଆଯାଇ ସେଠାରେ ଏସଡିସି ତରଫରୁ ଆୟୋଜିତ ହୋଇଥିବା ଜନଜାତି ସାଂସ୍କୃତିକ ସମ୍ମିଳନୀ ସମାରୋହରେ ଵହୁମାନ୍ଯ ଗଣ୍ଯ ବ୍ୟକ୍ତିଙ୍କ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଚମ୍ପିୟାନ କୁଳିଅଣା ଫୁଟବଲ ଟିମ୍ କୁ ଓ ରନର୍ସ ଅପ୍ ତିରିଂ ଫୁଟବଲ ଟିମକୁ ଦଳକୁ ଟ୍ରଫି ପ୍ରଦାନ ସହ ସେମାନଙ୍କର ଫୁଟବଲ ପ୍ରତି ଆଗ୍ରହକୁ ଦିଗୁଣିତ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ ବାବଦକୁ ବିଜୟୀ ଦଳକୁ ଏକ ଲକ୍ଷ, ଦ୍ୱତୀୟ ସ୍ଥାନରେଥିବା ଦଳକୁ ୫୦ ହଜାର, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୩୦ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୨୫ ହଜାର କରି ବାରିପଦାରେ ଜନଜାତି ସାଂସ୍କୃତିକ ସମ୍ମିଳନୀରେ ବହୁ ମାନ୍ୟଗଣ୍ୟ ଅତିଥି ଏସଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ କିଶୋର ଦାସ,ଏସଡିସି ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍,ଏସଡିସି ରାଜ୍ୟ ଉପଦେଷ୍ଟା ଡଃ ପ୍ରଦୀପ ମାଝୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଏସଡିସି ଉପାଧ୍ଯକ୍ଷା କମଳା ତିରିଆ,ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି,ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି ପ୍ରମୁଖ ଙ୍କ ଦ୍ଵାରା ବହୁ ଜନା ସମାଗମରେ ବର୍ଣ୍ଣାଢ଼୍ୟ ଓ ରଙ୍ଗାରଙ୍ଗ ପରିବେଶରେ ଆଜି ସଂଧ୍ୟାରେ ଅର୍ଥ ପ୍ରଦାନ କରାଯାଇଥିଲା । ମେନ ଅଫ ଟୁର୍ନାମେଣ୍ଟଙ୍କୁ ବୁଲେଟ ମୋଟର ସାଇକେଲ, ଶ୍ରେଷ୍ଠ ଗୋଲ ରକ୍ଷକଙ୍କୁ ୨୫ହଜାର ଓ ଶ୍ରେଷ୍ଠ ଡ଼ିଫେଣ୍ଡରଙ୍କୁ ମଧ୍ୟ ୨୫ହଜାର କରି ଅର୍ଥରାଶି ପ୍ରଦାନ କରାଯାଇଥିଲା l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆର୍ଟ ଅଫ ଲିଭିଙ୍ଗ୍ ର ହାପିନେସ କୋର୍ସ ଉଦଯାପିତ

Sunil Chandra Nayak

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ

masiha

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort