ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସଂଘ ପକ୍ଷରୁ ନଗର ପାଳ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୫/୪(ନି.ପ୍ର) ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବନିର୍ବାଚିତ ନଗରପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ସଂଘର କର୍ମକର୍ତ୍ତାମାନେ ଏନଏସି କାର୍ଯ୍ୟାଳୟଠାରେ ଉପସ୍ଥିତ ହୋଇ ନଗରପାଳ ମୁକେଶ ଅଗ୍ରୱାଲ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏଥିସହ ସହରର ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ସାମ୍ବାଦିକ ଭବନ ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡା, ସନ୍ତୋଷ ସିଂହଦେଓ, ନରେନ୍ଦ୍ର ଖିତି, ହିମାଂଶୁ ବରାଡ଼,ରବି ସୁନାନୀ, ଆଦିତ୍ୟ ମହାନ୍ତି, ପ୍ରବୀଣ ପଟ୍ଟନାୟକ, ଉତ୍ତମ ଦାସ ,ବିଭୁପ୍ରସାଦ ପାଢ଼ୀ, ସୁନ୍ଦର ମୋହନ ଛାତ୍ରୀଆ, କୁମରମଣି ଦୁର୍ଗା, ରଜନୀ ମିଶ୍ର,ଖଗେସ୍ୱର ଧଙ୍ଗଡା ମାଝୀ,ରାକେଶ ବେମାଲ,ପ୍ରମୁଖ ଉପସ୍ଥିତ ରହି ଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଆମ ଆଦମୀ ପାର୍ଟି ପକ୍ଷରୁ ଅସହାୟ ରୋଗୀ ଙ୍କୁ ଔଷଧ ପ୍ରଦାନ

Sunil Chandra Nayak

ରାସ୍ତାରେ ଯୁବକଙ୍କୁ ଗୁଳି ମରାଯିବା ଘଟଣା – ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ,ପୂର୍ବରୁ ଟାର୍ଗେଟରେ ଥିଲେ ବୋଲି ନକ୍ସଲଙ୍କ ସୂଚନା 

Sunil Chandra Nayak

ଭବାନୀପାଟଣା ଜୋନ-୨ ରେ ବିଜେଡି ର ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!