ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

ବସ୍ତା,08/04 :ବାରୁଣୀ ଯାତ୍ରା ଦେଖି ଫେରି ଆସୁଥିବା ବେଳେ ସୋମବାର ରାତି ସମୟରେ ବାପ, ପୁଅ ଏକ ବାଇକ ଯୋଗେ ଆସୁଥିବା ସମୟରେ ରାଜଘାଟ ନିକଟରେ ନିକଟରେ ଭାରସାମ୍ୟ ହରାଇ ଏକ ସାଇକେଲ କୁ ଧୋକା ଦେଇଥିଲା, ତେବେ ଘଟଣା ସ୍ଥଳରେ ବାଇକ ଆରୋହୀ ର ମୃତ୍ୟୁ ଘଟି ଥିବା ବେଳେ, ଗୁରୁତର ଅବସ୍ଥା ରେ ପୁଅ କୁ ଅମରଦା ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା କରି ବସ୍ତା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ରୁ ପ୍ରକାଶ କି ରାଜଘାଟ ବାରୁଣୀ ଯାତ୍ରା ଦେଖି  ରାସଗୋବିନ୍ଦପୁର ବ୍ଲକ      ଅମରଦା ପଞ୍ଚାୟତ ର ମିର୍ଧା ପୁର ଗ୍ରାମର ହଗରୁ ବାସ୍କେ ଙ୍କ ପୁଅ ଛାକୁ ବାସ୍କେ ବୟସ ୪0ଏବଂ ପୁଅ ଚନ୍ଦନ ବାସ୍କେ ବୟସ ୧୨  ଦୁହେଁ ସ୍ପେଲଣ୍ଡର ବାଇକ  ରେ ଘରକୁ ଫେରୁଥିଲେ l   ଅମରଦା ଗ୍ରାମର ଦିଲୀପ ଦାସ ଙ୍କ ପୁଅ ବିନୟ ଦାସ ବୟସ (୧୬ )ଏବଂ ପୂର୍ଣ୍ଣ ଚନ୍ଦ୍ର ଦାସ ପୁଅ ପୁତୁଲ ବୟସ (୧୬)ଏକ ସାଇକେଲ ଯୋଗେ ସେମାନେ ମଧ୍ୟ ମେଳା ବୁଲିବାକୁ ଯାଇ ଫେରୁଥିଲେ l ଫେରିବା  ସମୟରେ ବାଇକ ଟି  ସାଇକେଲ କୁ ଧୋକା ଦେଇଥିଲା, ତେବେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହେଇ ଯାଇଥିବା ବେଳେ ବାଇକ ଆରୋହୀ ର  ପୁଅ କୁ   ଗୁରୁତର ଅବସ୍ଥା ରେ  ଉଦ୍ଧାର କାରାଯାଇ   ପ୍ରଥମେ ଅମରଦା ହସ୍ପିଟାଲ, ତାପରେ ବସ୍ତା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି, ତେବେ ସାଇକେଲ ଆରୋହୀ ଦୁଇ ଜଣକୁ ମଧ୍ୟ ପରିବାର ଲୋକେ ଚିକିତ୍ସା ପାଇଁ ବସ୍ତା ହସ୍ପିଟାଲ କୁ ସ୍ଥାନାନ୍ତର କରିଥିବାର ସୂଚନା ମିଳିଛିl ଖବର ପାଇ ଅମରଦା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି l 

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

masiha

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort