ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିମୁଳିଆ ବିଜେଡିରେ ଛିଡୁନି ଅଙ୍କ, ଆଶାୟୀ ପ୍ରାର୍ଥୀ ଗଣେଶ ପ୍ରସାଦ ମହାପାତ୍ର

ସିମୁଳିଆ ବିଜେଡିରେ ଛିଡୁନି ଅଙ୍କ, ଆଶାୟୀ ପ୍ରାର୍ଥୀ ଗଣେଶ ପ୍ରସାଦ ମହାପାତ୍ର

ବାଲେଶ୍ଵର,୧୨/୪/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡ଼ିରେ ଆଶାୟୀ ପ୍ରାର୍ଥୀ ତାଲିକା ଝୁଲି ରହି ଦିନ ଗଡି ଗଡ଼ି ଚାଲିଛି । ୪ର୍ଥ ଥର ବିଜେଡି ବିଧାୟକ ନାମ ଘୋଷଣା ହେବା ପରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ଘୋଷଣା ନହେବା କାରଣରୁ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଚାଲିଛି ।

ସ୍ବାଧୀନତା ପରେ ୧୯୬୧ ମସିହାରେ ସିମୁଳିଆ ପ୍ରଥମ ନିର୍ବାଚନ ଦେଖିଥିଲା । ସେତେବେଳେ ଏହା ସଂରକ୍ଷିତ (ଏସି) ଆସନ ଥିଲା । ୧୯୭୪ ମସିହାରେ ଅଣ ସଂରକ୍ଷିତ ଆସନ ହେଲା । ୧୯୬୧ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ ଜିତିଥିବା ବିଧାୟକ ସିମୁଳିଆ -ଖଇରାରୁ ୧୯୬୧ ରେ ଭାଗିରଥି ଦାସ ,୧୯୬୭ ଉଦ୍ଧବ ଯେନା, ୧୯୭୧ ଚିନ୍ତାମଣି ଯେନା, ୧୯୭୪ ଅଣ ସଂରକ୍ଷିତ ଆସନରୁ ଶୈଲେନ ମହାପାତ୍ର, ୧୯୭୭ ଗୋପିନାଥ ଦାସ, ୧୯୮୦ ପର୍ଶୁରାମ ପାଣିଗ୍ରାହୀ, ୧୯୮୫ ପଦ୍ମଲୋଚନ ପଣ୍ଡା , ୧୯୯୦ ପର୍ଶୁରାମ ପାଣିଗ୍ରାହୀ, ୧୯୯୫ ପଦ୍ମଲୋଚନ ପଣ୍ଡା, ୨୦୦୦ ମସିହାରେ ପର୍ଶୁରାମ ପାଣିଗ୍ରାହୀ, ୨୦୦୪ ପଦ୍ମଲୋଚନ ପଣ୍ଡା, ୨୦୦୯ ପର୍ଶୁରାମ ପାଣିଗ୍ରାହୀ, ୨୦୧୪ ଓ ୨୦୧୯ ମସିହାରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ୧୯୮୫ ମସିହା ଠାରୁ ସିମୁଳିଆରୁ ପଣ୍ଡା ଓ ପାଣିଗ୍ରାହୀ ପରିବାର ପକ୍ଷରୁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବେଳେ ୨୦୨୪ ରେ କିଏ ପ୍ରାର୍ଥୀ ହେବ,

ଏଣେ ସାମାଜିକ ଗଣମାଧ୍ୟମରେ ତୀବ୍ର ହେଉଛି ଆକ୍ଷେପ ପ୍ରତିଆକ୍ଷେପ, ଆଶ୍ରୟଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ଓ ମାନବ ସମ୍ବଳ ବିକାଶ ରାଜ୍ୟ ସମ୍ପାଦକ ଶଶିକୁମାର ସାହୁ, ତୃତୀୟ ଆଶାୟୀ ପ୍ରାର୍ଥୀ ଖଇରା ବ୍ଲକର ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ କୋଅପରେଟିଭ ବ୍ୟାଙ୍କର ସଭାପତି ତଥା ରାଜ୍ୟ ସମବାୟ ବ୍ୟାଙ୍କର ନବନିର୍ବାଚିତ ନିର୍ଦ୍ଦେଶକ ଗଣେଶ ପ୍ରସାଦ ମହାପାତ୍ର ।

 ସିମୁଳୀଆ- ଖଇରାର ଜଣାଶୁଣା ଚେହେରା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥର ଟିକେଟ ମିଳିଲେ ହ୍ୟାଟ୍ରିକ ବିଜୟ ଲାଭ କରିବେ ବୋଲି ତାଙ୍କ ସମର୍ଥକ ମାନେ କହୁଛନ୍ତି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ରେ ୭ ହଜାର ୯୩୭ ଭୋଟ ଏବଂ ୨୦୧୯ ରେ ୧୪,୯୫୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୨୪ ରେ ଏହି ବ୍ୟବଧାନ ପ୍ରାୟ ୧୫ ହଜାର ରହିବ ବୋଲି ବିଜେଡ଼ି କର୍ମୀମାନେ ଦୃଢ଼ତାର ସହ କହୁଛନ୍ତି । ଯଦି ଜ୍ୟୋତିଙ୍କ ବ୍ୟତୀତ ଦଳ ଅନ୍ୟ କାହା ଉପରେ ଭରସା କରେ ତେବେ ସିଟ୍ ବିଜେପି କିମ୍ବା କଂଗ୍ରେସ ଦଳକୁ ଯିବ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା କହୁଥିବାର ଶୁଣିବାକୁ ମିଳୁଛି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସୁଯୋଗ ଦେବା ପାଇଁ ଆବଶ୍ୟକ ବୋଲି ଗୋଳିହା ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ଘଡାଇ, ନନ୍ଦୁର ସରପଞ୍ଚ ଜୟନ୍ତୀ ପତି, ଶ୍ୟାମସୁନ୍ଦରପୁର ସରପଞ୍ଚ ବନିତା ପ୍ରଧାନ ଓ ସମିତି ସଭ୍ୟା ବାସନ୍ତୀ ମହାନ୍ତି, ଗଗନଧୂଳି ସରପଂଚ ମଦନମୋହନ ସାନ୍ତରା, ଖଇରା ସରପଂଚ ମାଳତୀ ସେଠୀ ଓ ସମିତି ସଭ୍ୟା ନର୍ମଦା ଦେଙ୍କ ସମତେ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଛାମୁଆଁ ସଂଗଠନର କର୍ମକର୍ତ୍ତା ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅପରପକ୍ଷ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଶଶିକୁମାର ସାହୁ ୨୦୧୪ ମସିହାରେ ୨୮ ହଜାର ଭୋଟ ହାତେଇ ଭାଜପାକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ୨୦୧୯ ମସିହାରେ ସେ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ । ମାତ୍ର ସେବେ ଠାରୁ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ଯକ୍ରମରେ ସାମିଲ ହୋଇ ତାଙ୍କ ସମର୍ଥକରେ ବହୁ ଅଧିକାଂଶ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଥିବା ଉଭୟ ଗୋଷ୍ଠୀ ଭୁବନେଶ୍ୱର ଯାଇ ଟିକେଟ ପାଇଁ ଲବି ଚଳାଇଥିବା ବେଳେ ତାଙ୍କ ସମର୍ଥନରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ବିଜେଡି ୧୦ବର୍ଷ ମଧ୍ୟରେ ଲୋକପ୍ରିୟତା ସମ୍ପୁର୍ଣ୍ଣ ଭାବେ ହରାଇଛି । ସେଥିପାଇଁ ପଞ୍ଚାୟତ ସମିତି ସିମୁଳିଆ ଓ ଖଇରା ହାତରୁ ଖସିଯାଇଛି । ଯଦି ଶଶି ସାହୁଙ୍କୁ ବିଧାୟକ ପ୍ରାର୍ଥୀ କରାଯାଏ ଦଳ ଛାଡି ଥିବା ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ପୂଣି ଥରେ ସମର୍ଥକଙ୍କ ସହ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି । ଅନେକ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ମାନେ ଖୋଲାଖୋଲି ଭାବେ କହୁଛନ୍ତି, ଏହି ଦୁଇ ଜଣ ଶଶି ଓ ଜ୍ୟୋତି ଭିତରେ ଯଦି ଛିଡୁନି ଅଙ୍କ ବିଜେଡିର ଆଶାୟୀ ପ୍ରାର୍ଥୀ ଅନ୍ୟ ଜଣେ ଟାଣୁଆ ଯୁବନେତା ଖଇରା ବ୍କକର ଗଣେଶ ପ୍ରସାଦ ମହାପାତ୍ରଙ୍କୁ ଟିକେଟ ଦେଲେ ଦୁଇଜଣଙ୍କ କଳି ତୃତୀୟ ପ୍ରାର୍ଥୀ ସୁଯୋଗ ପାଇଲେ ଅଙ୍କ ଛିଡି ଯାଅନ୍ତା ବୋଲି ଖଇରାର ବିଜେଡି ଭୋଟର ମାନେ କହୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଖଇରାର ସାଧାରଣ ଜନତା ଓ ବୁଦ୍ଧିଜୀବୀମାନେ କହୁଛନ୍ତି ୧୯୮୫ ମସିହା ଠାରୁ ଦୀର୍ଘ ପ୍ରାୟ ୪୦ ବର୍ଷ ହେଲା ସିମୁଳିଆରୁ ପଣ୍ଡା ଓ ପାଣିଗ୍ରାହୀ ପରିବାର ବିଧାୟକ ହୋଇ ଆସୁଥିବା ବେଳେ ଏଥର ଖଇରାରୁ ବିଜେଡି ଦଳରୁ ଖଇରାର ଆଶାୟୀ ପ୍ରାର୍ଥୀ ଗଣେଶ ପ୍ରସାଦ ମହାପାତ୍ରଙ୍କୁ ଟିକେଟ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାବି କରିଛନ୍ତି । ଯଦି ଖଇରାବାସୀଙ୍କ କଥାକୁ ବିଚାର କରାନଯାଏ ଦଳ ନିର୍ବଶେଷରେ ଖଇରା ବ୍ଲକର ଯୁବନେତା କଂଗ୍ରେସ ଦଳକୁ ସାହାଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort