ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୩୩ ତମ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ 

୧୩୩ ତମ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ 

ଆଜି ୧୩୩ ତମ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଉତ୍କଳ କନ୍ଧ ସମାଜ ଵୁଡୁକା ପ୍ରଗଣା ଓ ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ଙ୍କ ମିଲିତରେ ଧୁମ ଧାମରେ ପାଳିତ ହୋଇ ଥିଲା । ଏହି ଜୟନ୍ତୀ ପାଳନରେ ଵୁଡୁକା ପ୍ରଗଣା ର ସଭାପତି ଶ୍ରୀ ଚକ୍ରଧର ଜାନୀ ଙ୍କ ସଭାପତିତ୍ବରେ ମଞ୍ଚରେ ଉପସ୍ଥିତ ଆଦିବାସୀ କଲ୍ୟାଣ ସଂଘ ର ସଭାପତି ଶ୍ରୀ ମନୋରଞ୍ଜନ ଭୋଇ, ସମ୍ପାଦକ ଶ୍ରୀ ମହାଦେଵ ଭୋଇ କେନ୍ଦ୍ର କମିଟି ଥିଲେ ।

   ବାବା ସାହେବଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷିତ ହେବା, ସଂଗଠିତ ହେବା, ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ | ବାବା ସାହେବଙ୍କର ଛାତ୍ର ଜୀବନରୁ ସମ୍ବିଧାନ ପ୍ରଣୟନ କରିବା ପର୍ଯ୍ୟନ୍ତ ଯେଉଁ ଭଳି ସଂଘର୍ଷ କରିଥିଲେ ଏବଂ ଭାରତ ବର୍ଷକୁ ଏକ ଉନ୍ନତ, ଶଶକ୍ତ, ଧର୍ମ ନିରପେକ୍ଷ, ବୈଭବଶାଳୀ ରାଷ୍ଟ୍ର ଭାବେ ଗଠନ କରିବାରେ ଯେଉଁ ଭଳି ଉଦ୍ୟମ ଜାରୀ ରଖିଥିଲେ ସେ ବିଷୟରେ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ | ତାଙ୍କ ପାଇଁ ଆଜି ବିଶେଷ ଭାବେ ଆଦିବାସୀ, ଦଳିତ, ଶୋଷିତ, ନିଷ୍ପେସିତ, ଚାଷୀ, ଗରିବ ଖଟିଖିଆ ମାନେ ବିଶେଷ ମାତ୍ରାରେ ଉପକୃତ ହୋଇ ପାରୁଛନ୍ତି | ସମ୍ବିଧାନ ପାଇଁ ଭାରତ ବର୍ଷରେ ମୁଣ୍ଡ ଟେକି ଚାଲିବା ସହ ସାହସ, ସମ୍ମାନ ଓ ଗର୍ବର ସହିତ ଚାଲି ହେଉଛି | ତାଙ୍କ ସଂଘର୍ଷ ଗାଥା, ନୀତି ଆଦର୍ଶ, ବଳିଦାନ ତ୍ୟାଗକୁ ସମସ୍ତେ ଅନୁକରଣ ଅନୁସରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା | ପ୍ରତ୍ୟେକ ପରିବାର ରେ ପୂରଣ ପୁସ୍ତକ ଭଳି ସମ୍ବିଧାନ ରଖି ସବୁବେଳେ ପଢିବା ଓ ଅନ୍ୟ ମାନଙ୍କୁ ପଢ଼େଇ ଏକ ସୁଦୃଢ ଶ୍ରୀ ମହାଦେବ ଭୋଇ, ମୁଣ୍ଡପଦର୍ ପଞ୍ଚାୟତ ସଭାପତି ଶ୍ରୀ ପୁରନ୍ଧର ଭୋଇ, କେନ୍ଦ୍ର କମିଟି ସଭ୍ୟା ଶ୍ରୀ ମତୀ ସନ୍ତୋଷିନୀ ଭୋଇ, ନାରୀ ନେତ୍ରୀ ଶ୍ରୀମତୀ ସବିତା ପାତ୍ର, ସଭ୍ୟ ପୁରୁଷୋତ୍ତମ ଭୋଇ, ପବିତ୍ର ଜାନୀ, ଉପଦ୍ଦେଷ୍ଟା ଦେବେନ୍ଦ୍ର ମାଝୀ ଯୁଗେଶ୍ୱର ଭୋଇ, ତନ୍ମୟ ଭୋଇ, ନାରୀ ନେତ୍ରୀ ବିମଳା ଛତ୍ରିଆ, ଅହଲ୍ୟା ଭୋଇ, ନିରୁପମା ଭୋଇ, ସୁନାଫୁଲ ଭୋଇ,ସନ୍ଧ୍ୟା ଦେହୁରୀ, ଜୟନୀ ଦେହୁରୀ, ଜୟଶ୍ରୀ ଛତ୍ରିଆ, ଦୂର ଛତ୍ରିଆ, କୁଞ୍ଜଳତା ଦେହୁରୀ, ମଥୁରା ଦେହୁରୀ, ପଦ୍ମା ମାଝୀ, ହୃଦକାନ୍ତି ଭୋଇ, କିଶୋରୀ ଭୋଇ, ଯେମିତି ଭୋଇ, ମୁକ୍ତା ଜାନୀ,ଘର ମନି ମାଝୀ, ମୀରା ଜାନୀ, ଦେବକୀ ଭୋଇ, ରେଶ୍ମା ଭୋଇ, ପଦ୍ମିନୀ ମାଝୀ, ମର୍ଦ୍ଦନୀ ଯାନୀ, ଗୁନମତୀ ଭୋଇ, ଯଶୋଦା ଜାନୀ, ହିରାମଣି ଭୋଇ ଓ ଅନେକ ସଦସ୍ୟ /ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ , ଅନଲାଇନ ବେପାର କୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ 

Sunil Chandra Nayak

ମାଟି କୁ ନମନ ଵିଁରୋ କା ବନ୍ଧନ କାର୍ଯ୍ୟକ୍ରମ

masiha

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort