ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହଳଦି ଗ୍ରାମ ପଞ୍ଚାୟତ ସ୍ତରିୟ ଡମ୍ବସମାଜ ବିକାଶ ପରିଷଦର ସାଂଗଠନିକ ସଭା

ଗୋଳାମୁଣ୍ଡା/ମସିହା/୮/୪/୨୨/ ଆସନ୍ତା ତା୧୪/୪/୨୨/ଗୁରୁବାର ଦିନ ସାମ୍ବିଧାନିକ ପିତା ଡା, ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ନେଇ ଆଜି ହଳଦି ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ସର୍ଵ ପ୍ରଥମେ ଆମ୍ବଦକର ଙ୍କ ଫଟୋ ଚିତ୍ରରେ ଧୂପ,ଦୀପ,ପୁଷ୍ପପ୍ରଦାନ କରାଯାଇଥିଲା,ଏହି ସଭାରେ ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦ ସଭାପତି ରାମକୁମାର ସେନାପତି ଙ୍କ ନେତୃତ୍ୱରେ ଓ ଆଜିକାର ସଭାର ସଭାପତି ଭୁବନେଶ୍ୱର ନିଆଲ ଙ୍କ ଉପସ୍ଥିତ ରେ ଆସନ୍ତା ଆମ୍ବଦକର ଜନ୍ମ ଜୟନ୍ତୀ ପାଳନରେ ବହୁ ସଂଖ୍ୟକ ଭାବେ ଯୋଗ ଦେବାକୁ ସର୍ବ ସମତିକ୍ରମେ ଗୃହୀତ ହୋଇଥିଲା,ଏବଂ ଆଜିକାର ସଭାରେ ସାମାଜିକ ନୃତନ ପଞ୍ଚାୟତ କମିଟି ଏବଂ ନୃତନ ମହିଳା ମଣ୍ଡଳ ଗଠନ ହୋଇ ସାବେତ୍ରୀ ବାଇ ଫୁଲେ ନାମରେ ମହିଳା ମଣ୍ଡଳ ନାମରେ ଘଷଣା କରିଥିଲେ ମୁଖ୍ୟ ଅତିଥି, ମହିଳା ମଣ୍ଡଳର ସଭାନେତ୍ରୀ କମଳା ଯାଲ, ଉପ ସଭାପତି ଶୈଳ ଯାଲ, ସମ୍ପାଦକ ସୁରୁବାଲି ଯାଲ, କୋସାଧକ୍ଷ ପୁଷ୍ପାଞ୍ଜଳି ଯାଲଙ୍କୁ ମନୋନୀତ ହୋଇଥିବା ବେଳେ ହଳଦି ପଞ୍ଚାୟତ ମଧ୍ଯ ସାମାଜିକ ପଞ୍ଚାୟତ କମିଟିଗଠନ ହୋଇଥିଲା ,ଏହି କମିଟିର ସଭାପତି ପୃଥ୍ୱୀରାଜ ତାଣ୍ଡି, ଉପ ସଭାପତି ମାଧବ ମହାନନ୍ଦ,ସମ୍ପାଦକ ଜନ୍ମେଜୟ ନାଏକ,କୋସାଧକ୍ଷ ସଦା ମଙ୍ଗରାଜ ପ୍ରମୁଖ ଙ୍କୁ ସର୍ଵ ସଂମତି କ୍ରମେ ମନନିତ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀ ରାମକୁମାର ସେନାପତି ଘୋଷଣା କରିଥିଲେ ଏବଂ ବାବାସହେବ ଆମ୍ବେଦକର ଙ୍କ ଫଟୋଚିତ୍ରରେ ସଂମାନିତ ଅତିଥି ଭାବେ ଅମର ସିଂ ନିଆଲ ମନୋନୀତ କର୍ମକର୍ତ୍ତା ଙ୍କୁ ଶପଥ ପାଠ ଗ୍ରହଣ କରାଇ ଥିଲେ,ସଭାର ଅନ୍ୟାନ୍ୟ ଅତିଥି ଭାବେ ବଟ ତାଣ୍ଡି, ଅଭିମନ୍ୟୁ ସୁନାନୀ, ପିଣ୍ଟୁ ନିଆଲ, ମନଧର ଯାଲ, ତ୍ରିଥ ଦୁର୍ଗା, ଭିବେ ନିଆଲ, ବିଜେ ରାମ ନିଆଲ,କର୍ଣ୍ଣତାଣ୍ଡି,ଟକଧରତାଣ୍ଡି, ଭୋଳା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ, ।ଗୋଳାମୁଣ୍ଡା ବ୍ଲକପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ।

Related posts

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

Sunil Chandra Nayak

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

ରାୟଗଡାର ପୌରପାଳିକା ଅଧ୍ଯକ୍ଷ ଭାବେ ଦାୟିତ୍ୱ ନେଲେ ନବ ନିର୍ବାଚିତ ପି. ମହେଶ ପର୍ଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort