ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

ନର୍ଲା/ମସିହା/13/06/24 //  ଓଡ଼ିଶା ରେ ଜାଲ୍ ସାର୍ଟିଫିକେଟ ନେଇ ଡାକ ବିଭାଗ ତଥା ଅନ୍ୟ ବିଭାଗ ଗୁଡିକରେ ଚାକିରି ଲୋକଙ୍କୁ ଧରିବାପାଇଁ କେନ୍ଦ୍ର ର ଏକ ତଦନ୍ତ କାରୀ ଟିମ୍ ଓଡ଼ିଶା ର 67ସ୍ଥାନ ରେ ରେଡ୍ କରି ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ନର୍ଲା ଚାରିଛକ ରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ ହୋଇଛି ।ତଦନ୍ତକାରୀ ଟିମ୍ କିଛି ପ୍ରକାଶ କରି ନ ଥିବା ବେଳେ ଶ୍ରୀୟା କମ୍ପ୍ୟୁଟର ମାଲିକ ଜମିବାଡ଼ି କୁ କେନ୍ଦ୍ର କରି କିଛି ତଦନ୍ତ କଲେ ବୋଲି ଶୁଣିବାକୁ ମିଳୁଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

ରାଉରକେଲା ରଘୁନାଥପାଲି ପୋଲିସ୍ ଦ୍ବାରା ୩ ବାଇକ ଚୋରଙ୍କ ଗିରଫ୍ ସମେତ ୧୬ଟି ବାଇକ୍ ଜବତ

Sunil Chandra Nayak

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!