ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥାSunil Chandra NayakJuly 19, 2022 by Sunil Chandra NayakJuly 19, 20220 ଲାଞ୍ଜିଗଡ଼,୧୯/୦୭(ମନିସ)-ଗତକାଲି ଥିଲା ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ନିର୍ବାଚନ ! ବିଜେପି ନେତ୍ରୁତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ... Read more
କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀSunil Chandra NayakJuly 19, 2022 by Sunil Chandra NayakJuly 19, 20220 କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ ଙ୍କର ନିର୍ଦେଶରେ ଗତ ୧୪/୭/୨୦୨୨ ରିଖ ଦିନ ଏସ ଓ ଜି ଓ ଡି ଭି... Read more
ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତରSunil Chandra NayakJuly 19, 2022 by Sunil Chandra NayakJuly 19, 20220 ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭେଷଜ୍ ବିଭାଗ ର ଡାକ୍ତର ଉମାକାନ୍ତ ଖେଜୁରିଆ କଟକ ଢେଙ୍କାନାଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ପ୍ରକାଶ... Read more
କେବିସି ବିଜେତା ନାମରେ ଠକେଇ ଅଭିଯୋଗSunil Chandra NayakJuly 19, 2022 by Sunil Chandra NayakJuly 19, 20220 ଚନ୍ଦାହାଣ୍ଡି -(19/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କେବିସି ବିଜେତା ନାମରେ ମହା ଠକେଇ ହେଉ ଥିବା ଅଭିଯୋଗ ହୋଇଛି I ଠକ... Read more
ଦୁଇ ଟ୍ରକ ମୁହାଁମୁହିଁ ଧକା, ଜଣେ ଚାଳକ ମୃତ, ଜଣେ ଚାଳକ ଗୁରୁତରSunil Chandra NayakJuly 19, 2022July 19, 2022 by Sunil Chandra NayakJuly 19, 2022July 19, 20220 ଢେଙ୍କାନାଳ, କାମାକ୍ଷାନଗର 19/7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ହାତୀଲୁଚାଣି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା।... Read more
ଖରିଫ୍ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଲ୍ୟାମ୍ପ ଆଗରେ ଚାଷୀ ଙ୍କ ପ୍ରବଳ ଭିଡSunil Chandra NayakJuly 19, 2022 by Sunil Chandra NayakJuly 19, 20220 ଚନ୍ଦାହାଣ୍ଡି (୧୮/୭ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ମଙ୍ଗଳବାର ଦିନ ୨୦୨୨ ଖରିଫ ମଣ୍ଡି ରେ ଧାନ ବିକ୍ରୀ ପଞ୍ଜୀକରଣ କରିବା... Read more
ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହSunil Chandra NayakJuly 19, 2022 by Sunil Chandra NayakJuly 19, 20220 ଡାବୁଗାଁ, ୧୯/୭ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମରେ ମହିଳା ଙ୍କ ଆତ୍ମହତ୍ୟା କୁ ନେଇ ହତ୍ୟା ସନ୍ଦେହ | ସୂଚନାଯୋଗ୍ୟ... Read more
ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥାSunil Chandra NayakJuly 19, 2022 by Sunil Chandra NayakJuly 19, 20220 ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱରରୁ ଏଭଳି ବ୍ୟବସ୍ଥା ଆରମ୍ଭ ହେବ…. ଖାଦ୍ୟ ଓ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା... Read more
ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘରSunil Chandra NayakJuly 19, 2022 by Sunil Chandra NayakJuly 19, 20220 ତେନ୍ତୁଳିଖୁଣ୍ଟି – ୧୯/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ 2020 -21 ଓ 2021 -22, 2022 -23 ତିନିଟି ଆର୍ଥିକ ବର୍ଷ... Read more
ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀSunil Chandra NayakJuly 19, 2022 by Sunil Chandra NayakJuly 19, 20220 କୋକସରା,୧୯/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ଗ୍ରାମର ଜନୈକ ସାର ବ୍ୟବସାୟୀ ଙ୍କ ଗୋଦାମ ରୁ... Read more