ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।Sunil Chandra NayakJune 28, 2022June 28, 2022 by Sunil Chandra NayakJune 28, 2022June 28, 20220 ଜୁନାଗଡ଼,୨୮/୬(ମ ନି ସ) କଲହାଣ୍ଡି ସିପିଆଇ ତରଫରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ଶୀଘ୍ର ପାଣି ଯୋଗାଣ ଦାବୀ... Read more
ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତାSunil Chandra NayakJune 28, 2022 by Sunil Chandra NayakJune 28, 20220 କଲମପୁର-୨୮/୬(ମସିହା) କଲମପୁର ସେବା ସମବାୟ ସଭାପତି ପଦବୀ ନିମନ୍ତେ ନିର୍ବାଚନ ଧାର୍ଯ୍ୟ ହୋଇ ଥିବା ବେଳେ ଆଜି କଲମପୁର ସେବା ସମବାୟ ସମିତି ସଭାପତି... Read more
କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫSunil Chandra NayakJune 28, 2022 by Sunil Chandra NayakJune 28, 20220 ଫୁଲବାଣୀ -: କନ୍ଧମାଳ ରୁ ନୟାଗଡ଼ ଜିଲ୍ଲା କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ କରିବା... Read more
ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତିSunil Chandra NayakJune 28, 2022 by Sunil Chandra NayakJune 28, 20220 ରାଇରଙ୍ଗପୁର– ୨୮/୬/୨୨ ସମବାୟ ନିର୍ବାଚନ ସରିଯାଇଛି । ରାଇରଙ୍ଗପୁର ଗୃହ ନିର୍ମାଣ ସମବାୟ ସମିତି ସଭାପତି ଭାବେ ଡ଼ାଃ ବିଚିତ୍ରାନନ୍ଦ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ... Read more
ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠSunil Chandra NayakJune 28, 2022June 28, 2022 by Sunil Chandra NayakJune 28, 2022June 28, 20220 ଭବାନୀପାଟଣା:୨୮/୬- ମ.ନି.ସ:– ଅଦ୍ଯ ୨୮/୬/୨୦୨୨ ତାରିଖ ଦିନ ଆମ ଆଦମୀ ପାର୍ଟି କଳାହାଣ୍ଡି ତରଫରୁ ଏକ କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ ଜିଲ୍ଲା କମିଟିର... Read more
ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକSunil Chandra NayakJune 28, 2022 by Sunil Chandra NayakJune 28, 20220 ମ, ରାମପୁର,୨୮/୬( ମସୀହା) :- କଲେଜ୍ ରେ ଛାତ୍ରୀ ଥିଲେ, ପରେ ପ୍ରେମ ଫାଶ ରେ ଛନ୍ଦିଲେ । କଲେଜ ପଢ଼ା ଶେଷ ପରେ... Read more
ବିବାଦୀୟ ଟିପ୍ପଣୀ ପାଇଁ ହିନ୍ଦୀ ସିନେ ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ନାମରେ ବିଜେପି ତରଫରୁ ଟାଉନ ଥାନାରେ ଏତଲାSunil Chandra NayakJune 28, 2022June 28, 2022 by Sunil Chandra NayakJune 28, 2022June 28, 20220 ମୟୂରଭଞ୍ଜ – ୨୮/୬/୨୨(ମସିହା) ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା... Read more
ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନSunil Chandra NayakJune 28, 2022 by Sunil Chandra NayakJune 28, 20220 ପୁରୀ ରଥଯାତ୍ରା ଦେଖିବେ ଦିବ୍ୟାଙ୍ଗ…. ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ । ତେବେ ଭକ୍ତଙ୍କ ଗମନାଗମନ ସୁବିଧା ପାଇଁ ରେଳ... Read more
ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବSunil Chandra NayakJune 28, 2022 by Sunil Chandra NayakJune 28, 20220 ସଡ଼କ ଦୁର୍ଘଟଣା ଜନିତ ଉଚ୍ଚ ମୃତ୍ୟୁ ହାର ହ୍ରାସ କରିବା ଲାଗି ଭାରତ ସରକାରଙ୍କ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ବିଶ୍ବବ୍ୟାଙ୍କ ୨୫ କୋଟି... Read more
ରାୟଗଡ ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତSunil Chandra NayakJune 28, 2022June 28, 2022 by Sunil Chandra NayakJune 28, 2022June 28, 20220 ରାୟଗଡା: ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ... Read more