ସାମ୍ୱାଦିକ ଙ୍କ ଗୋଡ ରେ ବେଡି ଘଟଣା ବିରୁଦ୍ଧ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ
ଭବାନୀପାଟଣା:୧୧/୪-ମ.ନି.ସ:- ଆଜି କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବାଲେଶ୍ଵର ଜିଲ୍ଲା ନୀଳଗିରି କନକ ଟିଭି ସାମ୍ବାଦିକ ଙ୍କୁ ପୁଲିସ ଗୋଡ ରେ ବେଢ଼ି ପକାଇ...
