ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : ଅପରାଧ

ଚୋରି ମାଷ୍ଟର ମାଇଣ୍ଡ ସହ ୫ ଜଣ ଚୋର ଗିରଫ। ୩୦ ଲକ୍ଷ ଟଙ୍କାର କମ୍ପୁଟର ସାମଗ୍ରୀ ଉଦ୍ଧାର କଲା ପୋଲିସ

Sunil Chandra Nayak
କନ୍ଧମାଳ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ବହୁତ ବଡ଼ ଚୋରି ରାକେଟ ଧରିବା ସହ ୩୦ ଲକ୍ଷ ଟଙ୍କାର ଚୋରି କମ୍ପୁଟର...

ଖଡ଼ିଆଳ ରାମ ସ୍ବାମୀ ମନ୍ଦିର ରୁ ଚୋରୀ , ପୋଲିସ ର ଘଟଣା ସ୍ଥଳ ରେ ତଦନ୍ତ

Sunil Chandra Nayak
ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ମୁଖ୍ୟ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ପରିସର ମଧ୍ୟରେ ଶନିବାର ଦିନ ଭଗବାନ ପ୍ରତିମୂର୍ତ୍ତି ର ରୂପା...

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

Sunil Chandra Nayak
କାମାକ୍ଷାନଗର ( ମ ନି ସ)୦୩/୦୨_ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ପାଖରେ ଥିବା ଏକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ...

ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ , ସିଆରପିଏଫ ର ଚଢ଼ାଉ ବେଳେ ମାଓବାଦୀ ଙ୍କ ଛତ୍ର ଭଙ୍ଗ

Sunil Chandra Nayak
 ଭବାନୀପାଟଣା // କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି...

ଦୁଷ୍କର୍ମ ଓ ସୁନଚୋରି ଏକ ମିଥ୍ୟା ଅଭିଯୋଗ । ମୋ ପିଲାମାନେ ନିର୍ଦୋଷ ସାମ୍ବାଦିକ ସମ୍ମିଳନୀରେ କହିଲେ ମାଧବ

Sunil Chandra Nayak
କନ୍ଧମାଳ ଜିଲ୍ଲା ବିଶିପଡା ସଦର ଥାନା ଅନ୍ତର୍ଗତ କେରେଡି ସାଣାଗାଡୁ ଗ୍ରାମର ଜଣେ ମହିଳା ଙ୍କୁ ସେହିଗ୍ରାମର ପ୍ରବୀଣ ଦିଗାଲ ,ବିକାଶ ଦିଗାଲ, ସୌମ୍ୟ...

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak
ପାପଡାହାଣ୍ଡି,31/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ସୋରିଷ ପଦର ଗ୍ରାମ ନିକଟରେ ଥିବା ଏକ ଜମିରେ ମଙ୍ଗଳବାର ଜଣେ...

ଏଏସଆଇ ଗୋପାଳ ଦାସ ସରକାରୀ ଚାକିରିରୁ ବିଦା , ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା SP

Sunil Chandra Nayak
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ  ଚାକିରିରୁ ବହିଷ୍କାର ହେଲେ ଏଏସଆଇ ଗୋପାଳ ଦାସ  ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା...

ଗୁଳିମାଡ଼ ଘଟଣା… ଜଗବନ୍ଧୁ ମାଝୀ ଙ୍କ ଠାରୁ ନବ ଦାସ ପର୍ଯ୍ୟନ୍ତ..

Sunil Chandra Nayak
୨୦୧୧ ମସିହାରେ ତତ୍‌କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି...

ଭିଜିଲାନ୍ସ ଟ୍ରାପରେ ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ଓଭରସିୟର

Sunil Chandra Nayak
 କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିୟର ଧନୁର୍ଯୟ ଧୁବାଙ୍କୁ ଧରିଲା ଭିଜିଲାନ୍ସ। ନଗଦ ୩୫ହଜାର ଟଙ୍କା ସହିତ ଧରାପଡିଲେ ବାବୁ।...
error: Content is protected !!