ଆପୋଲୋରେ ଆଖିବୁଲିଲେ ନବଦାସ , ଗୁଳିମାଡ ପରେ ଜୀବନ ସହ କରୁଥିଲେ ସଙ୍ଘର୍ଷ….Sunil Chandra NayakJanuary 29, 2023 by Sunil Chandra NayakJanuary 29, 20230 ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଛାତିରେ ଗୁଳି ମାରିଥିଲେ ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଯାଇଯାଇଛନ୍ତି... Read more
ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକSunil Chandra NayakJanuary 29, 2023 by Sunil Chandra NayakJanuary 29, 20230 କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଗୁଳିମାଡ଼ର ଶିକାର ହୋଇ ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ... Read more
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟSunil Chandra NayakJanuary 29, 2023 by Sunil Chandra NayakJanuary 29, 20230 ଜଣେ ପୋଲିସ କର୍ମଚାରୀ ଗୁଳି ମାଡ ମାରିଥିବା ସୂଚନା… ସ୍ବସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ... Read more
ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକSunil Chandra NayakJanuary 29, 2023 by Sunil Chandra NayakJanuary 29, 20230 ନୂଆପଡା // ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଡୁମେରପାଣି ଗ୍ରାମ ରୁ ମଙ୍ଗଳ ସାଗରିଆ ବାଇକ ଯୋଗେ ଦରଲୀପଡା ଯାଉଥିଲେ। ଅଧା ବାଟରେ... Read more
ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶSunil Chandra NayakJanuary 28, 2023 by Sunil Chandra NayakJanuary 28, 20230 ୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ ଚୁରାଗାଁ ଗ୍ରାମର ଅକ୍ଷୟ ନିମୁଳିଆ ଦୁଇ ପରିବାରର ଛୋଟ ପିଲାମାନଙ୍କୁ ନେଇ ଉପୁଜିଥିବା ସାମାନ୍ୟ ବଚଷା ର... Read more
ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତSunil Chandra NayakJanuary 28, 2023 by Sunil Chandra NayakJanuary 28, 20230 ପାପଡାହାଣ୍ଡି,28/01— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ପଞ୍ଚାୟତ ସଦର ମହକୁମାରେ ବିଳମ୍ବିତ ରାତ୍ରରେ ପାଞ୍ଚଗୋଟି ଦୋକାନରେ ସିରିଜ ଡକାୟତି ହୋଇଛି | ଦୁର୍ବୁତ୍ତ... Read more
ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!Sunil Chandra NayakJanuary 28, 2023 by Sunil Chandra NayakJanuary 28, 20230 ବାଣପୁର:- ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନଈରୀ ଚିଲିକା କୂଳ ହନୁମାନ ମାଛ ପେଣ୍ଠ ଜେଟି ନିକଟରୁ ଏକ ମାଛ... Read more
ବାଣପୁରରେ ଆଶୁତୋଷ ହତ୍ୟା ମାମଲା : ଅଭିଯୁକ୍ତ କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ !!!Sunil Chandra NayakJanuary 28, 2023 by Sunil Chandra NayakJanuary 28, 20230 ବାଣପୁର:- ଗତ ୨୫ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଦୀକ୍ଷିତ ପଡା ଗ୍ରାମ ସନ୍ନିକଟ ଏକ ନିର୍ମାଣ ଧୀନ ଘର ପଛପଟ... Read more
ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀSunil Chandra NayakJanuary 27, 2023 by Sunil Chandra NayakJanuary 27, 20230 କାମାକ୍ଷାନଗର (ମ ନି ସ)୨୭/୦୧_ ଗତ କାଲି ସରସ୍ବତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ। ଦୁଇ ଭଉଣୀ ହେଲେ ଉର୍ମିଳା... Read more
ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!Sunil Chandra NayakJanuary 27, 2023 by Sunil Chandra NayakJanuary 27, 20230 ଜୁନାଗଡ଼,୨୭/୧(ମ ନି ସ) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ... Read more