ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫmasihaAugust 20, 2023 by masihaAugust 20, 20230 ପାପଡାହାଣ୍ଡି 20/08,ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମିରୀଗୁଡା ଛକ ନିକଟରୁ ପୋଲିସ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣଙ୍କୁ... Read more
ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁmasihaAugust 20, 2023 by masihaAugust 20, 20230 ମୟୂରଭଞ୍ଜ – ୧୯/୮ ( ମସିହା)ରାଇରଙ୍ଗପୁର ସହର ସନ୍ନିକଟ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ତଥା ସହରଠାରୁ ୫ କିମି ଦୂରରେ ଆଜି... Read more
ରାଇରଙ୍ଗପୁର ଅବକାରୀ ବ୍ୟାପକ ଚଢାଉ; ୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ masihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ-୧୯/୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଅବକାରୀ ସୁପରିଣ୍ଟେଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଆଇଆଇସି ଧୀରେନ ବେହେରାଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ୭୨... Read more
ଯୌତୁକ ନିର୍ଯ୍ୟାତନା ର ଅଭିଯୋଗmasihaAugust 19, 2023 by masihaAugust 19, 20230 କାମାକ୍ଷାନଗର (ମନିସ )19/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲଟାବିଲ ର ଜଣେ ବିବାହିତ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ଭୁବନ... Read more
ରାଇରଙ୍ଗପୁର ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ,ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି . ଦେଶୀ ମଦ ଜଵତmasihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ – ୧୮/୮ ( ମସିହା)ବାମନଘାଟୀ ଉପଖଣ୍ଡରେ ଦେଶୀ ମଦର ବନ୍ୟା ହେଉଛି ।ଏହା ଏବେ କୁଟୀରଶିଳ୍ପରେ ପରିଣତ ହୋଇଗଲାଣି ।ପୋଲିସ ଏବଂ ଅବକାରୀ... Read more
ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସmasihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ – ୧୮/୮ ( ମସିହା)ଶ୍ରାବଣ ମାସ ।ବୋଲେ ବମ ଯାତ୍ରା ପାଇଁ ଭକ୍ତ ବ୍ୟାକୁଳ । ତାଙ୍କର ପ୍ରିୟ ଈଷ୍ଟ ଦେବତାଙ୍କ ମୁଣ୍ଡରେ... Read more
ଓଡିଶା ଛତିଶଗଡ଼ ସୀମାରେ ମାଓ ସାମଗ୍ରୀ ଜବତmasihaAugust 19, 2023 by masihaAugust 19, 20230 ନୂଆପଡା // ସୁଜିତ କୁମାର ପ୍ରଧାନ // ନୂଆପଡା ଜିଲ୍ଲା ସିନାପାଲି ପିଏସ ସୀମା ଅନ୍ତର୍ଗତ ପାଥରା ଆରଏଫର ଓଡ଼ିଶା-ଛତିଶଗଡ ସୀମା ନିକଟ ଘଞ୍ଚଜଙ୍ଗଲ... Read more
ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟmasihaAugust 18, 2023 by masihaAugust 18, 20230 ଥୁଆମୂଳ ରାମପୁର:୧୮/୦୮ – (ମନିସ):- ଜଣେ ବିବାହିତ ବ୍ଯକ୍ତି ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ରୁ ଜଣାଯାଏ ଯେ... Read more
ବରାହ ହତ୍ୟା ଘଟଣାରେ ଦୁଇ ଗିରଫmasihaAugust 18, 2023 by masihaAugust 18, 20230 ଗୋଳାମୁଣ୍ଡା // କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ବରାହ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ... Read more
୩ ଗଞ୍ଜେଇ ବେପାରୀ ଗିରଫ ସହ ୬ କେଜି ଚୋରା ଗଞ୍ଜେଇ ଏବଂ ଏକ ଅଟୋ ଗାଡ଼ି ଜବତmasihaAugust 17, 2023 by masihaAugust 17, 20230 ମୟୂରଭଞ୍ଜ- ୧୭/୮ ( ମସିହା) ପଡୋଶି ଝାରଖଣ୍ଡ ରାଜ୍ୟ ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ୨୨୦ ନମ୍ବର ଜାତୀୟ ରାଜପଥରେ ପୋଲିସ ଚଢ଼ାଉ... Read more