କଂଗ୍ରେସର ଦାବିପତ୍ର ପ୍ରଦାନmasihaAugust 18, 2023 by masihaAugust 18, 20230 ପାପଡାହାଣ୍ଡି 18/8, ମନିସ —- ପାପଡାହାଣ୍ଡି ବ୍ଲକ କଂଗ୍ରେସ କର୍ମୀଙ୍କ ତରଫରୁ ଶୁକ୍ରବାର ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ 9 ଦଫା ଦାବିପତ୍ର ବିଡ଼ିଓ ଦିବାକର... Read more
ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ରାଇରଙ୍ଗପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭାmasihaAugust 18, 2023 by masihaAugust 18, 20230 ମୟୂରଭଞ୍ଜ- ୧୮/୮ ( ମସିହା)ରାଜ୍ୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ରାଇରଙ୍ଗପୁର ବ୍ଳକ କଂଗ୍ରେସ କମିଟି... Read more
ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ|ଳୟ ଘେରାଉmasihaAugust 18, 2023 by masihaAugust 18, 20230 ଡାବୁଗାଁ, ୧୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟ|ଳୟ ଘେରାଉ କରାଯାଇଛି |... Read more
ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉmasihaAugust 18, 2023 by masihaAugust 18, 20230 ଜୁନାଗଡ଼,୧୮/୮(ମ ନି ସ)ଭାରତୀୟ ଜାତୀୟ କଂଗ୍ରେସ ଓ ରାଜ୍ୟ ସଭାପତି ଙ୍କ ଆହ୍ଵାନ କ୍ରମେ ଓଡ଼ିଶାରେ ବିଭିନ୍ନ ବ୍ଲକରେ ହେଉଥିବା ଦୁର୍ନୀତି ଓ ବିଭିନ୍ନ... Read more
ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତmasihaAugust 14, 2023 by masihaAugust 14, 20230 ନବରଙ୍ଗପୁର-(ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫଟକି ଗ୍ରାମ ପଞ୍ଚାୟତ ଫଟକି ଠାରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ... Read more
ଧର୍ମଗଡରେ ଭାରତୀୟ ଜନତା ପାର୍ଟିର ର ହର ଘର ତ୍ରିରଙ୍ଗା ଅଭିଯାନmasihaAugust 13, 2023 by masihaAugust 13, 20230 ଭରତୀୟ ଜନତା ପାର୍ଟି ଧର୍ମଗଡ ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ... Read more
ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ପ୍ରସୂତି ବୈଠକmasihaAugust 12, 2023 by masihaAugust 12, 20230 ପାପଡାହାଣ୍ଡି,12/08, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଠାରେ ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ଶନିବାର ଏକ ପ୍ରସୂତି ବୈଠକ ଅନୁଷ୍ଠିତ... Read more
ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତାmasihaAugust 11, 2023 by masihaAugust 11, 20230 ଲାଞ୍ଜିଗଡ଼,୧୨/୦୮(ମନିସ)-ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଜଣେ ମହିଳା ନେତ୍ରୀଙ୍କ ସମେତ ୩ଜଣ କଂଗ୍ରେସ ନେତା... Read more
“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତSunil Chandra NayakAugust 10, 2023 by Sunil Chandra NayakAugust 10, 20230 ମୟୂରଭଞ୍ଜ ତା : ୧0/0୮/୨୩ ( ମସିହା) ରିଖ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦେଶ କ୍ରମେ... Read more
ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକSunil Chandra NayakAugust 10, 2023 by Sunil Chandra NayakAugust 10, 20230 ତେନ୍ତୁଳିଖୁଣ୍ଟି -୧୦/୦୮/୨୩ -ଦରଦାମ ବୃଦ୍ଧି ,ବେକାରୀ ସମସ୍ୟା ,ଦୁର୍ନୀତି ଆଦି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବ୍ଲକ ସ୍ତରରେ ଆନ୍ଦୋଳନ... Read more