ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ଗୋଳାମୁଣ୍ଡା 3/2 // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଅଂଚଅଳରେ ଥିବା ଏକମାତ୍ର ଏସ ବି ଆଇ ଏ, ଟି,ଏ ମ ଆଜକୁ ଚାରି ଦିନ... Read more
ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 କାମାକ୍ଷାନଗର( ମସିହା )୨୭/୦୧ // ଛଳ ଛଳ ଆଖିରେ କୋହ ଭରା କଣ୍ଠରେ ଏମିତି କେତେ କଥା କହି ଦେଉଛି ଝିଅ ଜୀନା l... Read more
ଗାଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ , କ୍ଷତିପୂରଣ ଦାବିରେ ରାସ୍ତାରୋକSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ଗୋଲାମୁଣ୍ଡା ତା-୦୩/୦୨(ମସିହା) ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଗାଁ କୁ ଫେରିଛି ଦାଦନ ଶ୍ରମିକ ଙ୍କ ମୃତଦେହ ।... Read more
ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ଜୁନାଗଡ ୩/୨ (ମ ନି ସ) ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ । ଜିଲ୍ଲାର ସର୍ବ ପୁରାତନ ଏନଏସି ହୋଇଥିବା ବେଳେ... Read more
ପୁସ୍ତକ ମେଳାର ଦ୍ୱିତୀୟ ଦିବସ…ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ସଂଧ୍ୟା ….Sunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।... Read more
ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସମର ଶିକ୍ଷାର୍ଥୀ” ଶିବିରର ନୂତନ ଶାଖା ଅନୁଷ୍ଠିତSunil Chandra NayakFebruary 2, 2023 by Sunil Chandra NayakFebruary 2, 20230 ଡାବୁଗାଁ, ୨/୨ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ... Read more
ବିସ୍ଥାପିତ ଦାବିରେ ଲଛୁଗୁଡା ଗ୍ରାମବାସୀ ଙ୍କର ଧାରଣାSunil Chandra NayakFebruary 2, 2023 by Sunil Chandra NayakFebruary 2, 20230 କାଶୀପୁର,୨/୨ ରାୟଗଡା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ର ପ୍ରଦ୍ୟୁଷଣ ଏବଂ ମେରୀ ରାୟ ଶାସନ ରେ ଅତିଷ୍ଠ ହେଇ କିଛିଦିନ... Read more
ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତSunil Chandra NayakFebruary 2, 2023 by Sunil Chandra NayakFebruary 2, 20230 ତେନ୍ତୁଳିଖୁଣ୍ଟି: ୦୨/୦୨/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ଙ୍କ ତତ୍ୱାବଧାନ... Read more
ନର୍ଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ Sunil Chandra NayakFebruary 2, 2023 by Sunil Chandra NayakFebruary 2, 20230 ରୁପ୍ରା, ୨/୨ (ମନିସ ) : ନର୍ଲାବ୍ଲକ୍ ଅଧିନ ନର୍ଲା ଚାରିଛକ ନିକଟରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୫ତମ ବାର୍ଷିକ ଉତ୍ସବ... Read more
ଅଣ୍ଡାର ବଜାର ଦର ବୃଦ୍ଧି କୁ ନେଇ ପ୍ରଶାସନ ନିକଟରେ ଦାବୀପତ୍ର ଓ ଆଲୋଚନାSunil Chandra NayakFebruary 2, 2023 by Sunil Chandra NayakFebruary 2, 20230 କାମାକ୍ଷାନଗର(ମ ନି ସ)୦୧/୦୨_ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଣ୍ଡାଯୋଗାଣ ଓ ଅଣ୍ଡାର ଦର ବୃଦ୍ଧି ଯୋଗୁଁ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏହାର ସମାଧାନ... Read more