କନ୍ଦାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୨ କୋଠରି , ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀSunil Chandra NayakJuly 30, 2022 by Sunil Chandra NayakJuly 30, 20220 କୋକସରା,୩୦/୭- ( ମ ନି ସ ) ‛ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ... Read more
ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାSunil Chandra NayakJuly 30, 2022 by Sunil Chandra NayakJuly 30, 20220 କୋକସରା,୨୯/୭- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ଥିବା ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ... Read more
ବିକାଶ ଛାତ୍ରୀ ଇଷିକା ଲାଥ +୨ ବାଣିଜ୍ୟ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପରSunil Chandra NayakJuly 30, 2022 by Sunil Chandra NayakJuly 30, 20220 ଭବାନୀପାଟଣା:୨୯/୭- ମ.ନୀ.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାଣିଜ୍ୟ ପରୀକ୍ଷାରେ ଜଣେ ଛାତ୍ରୀ ସର୍ବୋଚ୍ଚ... Read more
ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତSunil Chandra NayakJuly 30, 2022 by Sunil Chandra NayakJuly 30, 20220 ଫୁଲବାଣୀ -: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଜ୍ଞାନ ମେଳାର... Read more
ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ Sunil Chandra NayakJuly 30, 2022 by Sunil Chandra NayakJuly 30, 20220 ବାଲେଶ୍ଵର,୨୯/୭/୨୨– ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ସମବାୟ ସମିତିର ସଭାପତି ଓ ଉପ- ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି... Read more
ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟSunil Chandra NayakJuly 30, 2022 by Sunil Chandra NayakJuly 30, 20220 ନବରଙ୍ଗପୁର (ମ ନି ସ ) ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରୀଗୁମ୍ମା ଗ୍ରାମ ପଞ୍ଚାୟତ ସଦରମହକୁମା ବସଷ୍ଟାଣ୍ଡ ଠାରୁ କଣ୍ଟାଗାଁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ... Read more
ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକSunil Chandra NayakJuly 30, 2022 by Sunil Chandra NayakJuly 30, 20220 ନବରଙ୍ଗପୁର ତା ୨୯/୦୭(ମନିସ) ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା... Read more
ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତSunil Chandra NayakJuly 30, 2022 by Sunil Chandra NayakJuly 30, 20220 ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୁଲ୍ୟରେ ବିଶ୍ବ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ପରିବେଶ ର ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ... Read more
ଜଗଜ୍ଜୀବନ ସା ଙ୍କ କବିତା ଧନ୍ୟ ବୀର ସୁବାଷ ନାୟକ Sunil Chandra NayakJuly 30, 2022July 30, 2022 by Sunil Chandra NayakJuly 30, 2022July 30, 20220 ଧନ୍ୟ ବୀର ସୁବାଷ ନାୟକ ହେ ସୁବାଷ ନାୟକ ଧନ୍ୟ ତୁମେ ଧନ୍ୟ ତୁମେ ବୀର ପୁତ୍ର ତୁମକୁ ପାଇଁ ଗର୍ବିତ ଏହି କଳାହାଣ୍ଡି,ନୂଆପଡା ... Read more
ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣSunil Chandra NayakJuly 30, 2022 by Sunil Chandra NayakJuly 30, 20220 ଜଣାଣ ମାନଗୋବିନ୍ଦ ସ୍ବାଇଁ ସକାଳ ନମସ୍ତେ ସନ୍ଧ୍ୟାରେ ନମସ୍ତେ ନମସ୍ତେ ମୋ ଜଗନ୍ନାଥ ଅନାଦର ନାଥ। ବନ୍ଧୁ ପ୍ରଭୁ ପଥ ... Read more