ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ରେଳ ଯାତ୍ରାର ରିଆତି ଯୋଜନାରୁ ବାଦ ପଡିଲେ ଦେଶର ବରିଷ୍ଠ ନାଗରିକ

Sunil Chandra Nayak
ରିଆତି ଯୋଗୁଁ ରାଜସ୍ୱ ବୋଝ ବଢୁଥିବା ନେଇ ରେଳମନ୍ତ୍ରୀଙ୍କ ମତ ପୂର୍ବରୁ ଦେଶର ୬୦ ବର୍ଷରୁ ଅଧିକ ବୟସର ଲୋକ ଅର୍ଥାତ ବରିଷ୍ଠ ନାଗରିକଙ୍କୁ...

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak
 ଶ୍ରାବଣୀ ଶ୍ରାବଣୀଗୋ ତୁମରି ଆଗମନରେ , ବଦଳିଗଲା ଜୀବନ, ଭିଜାଭିଜା ବୁନ୍ଦାଜଳ ପଡ଼ିଗଲେ, ଶିହରଣ ତନୁମନ।। ନୀଳଆକାଶର ଓଢଣି ପିନ୍ଧିଲେ, ଲୁପ୍ତ ଜାଗୃତି ସପନ,...

ଭୂଷଣଙ୍କ ହତ୍ୟାକାଣ୍ଡ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ଖୋଳତାଡ଼

Sunil Chandra Nayak
କେସିଙ୍ଗା – କକା ଭୂଷଣଙ୍କୁ ହତ୍ୟା ମାମଲାରେ ପୁତୁରା ଦୈାଲତ ଏବେ ବିଚାର ବିଭାଗୀୟ ହାଜତରେ ରହିଛି। କିନ୍ତୁ ଭୂଷଣଙ୍କ ପରିବାର ଏହି ହତ୍ୟାକାଣ୍ଡରେ...

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak
ଡାବୁଗାଁ, ୨୦/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ବଡଓଲମା ନଦୀଶଯ୍ୟା...

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

Sunil Chandra Nayak
ଚନ୍ଦାହାଣ୍ଡି – =(29/7 )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଝରୀଗାଁ ବନାଞ୍ଚଳ ସୌଜନ୍ୟରେ ଚନ୍ଦାହାଣ୍ଡି ବନବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ...
error: Content is protected !!