ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

ଗୋଲାମୁଣ୍ଡା /ମସିହା/ତା୭/୫  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତ ପଣ୍ଡକୁଳ ଗ୍ରାମରେ ଥିବା ବସୁଧା ଯୋଜନା କାମରେ ଆସୁ ନ ଥିବା ଅଭିଯୋଗ...

ଶ୍ରୀମନ୍ଦିର ସୁରକ୍ଷା ପ୍ରତ୍ୟେକ ଓଡିଆଙ୍କ ଦାବୀ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଏବଂ ଦାବୀ ପତ୍ର ପ୍ରଦାନ 

ନୁଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଘେରାଉ କରିଥିବା ବେଳେ ଏକ ସ୍ମାରକ ପତ୍ର...

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ – ବିଭିନ୍ନ ସମସ୍ୟା ନେଇ ଅଟକ ରଖିଲେ ଶ୍ରମ ଅଧିକାରୀଙ୍କୁ

ନୂଆପଡା: ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାରେ ସକ୍ରିୟ ଥିବା ବିଭିନ୍ନ ଶ୍ରମିକ ସଂଗଠନ ର ନେତୃମଣ୍ଡଳୀ...

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ପରଜଙ୍ଗ: ଗତ ୦୩-୦୫-୨୦୨୨ ଦିନ “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ମହାବିରୋଡ଼ ବନାଞ୍ଚଳର ପାଟରପଦା ସଂରକ୍ଷିତ ଜଙ୍ଗଲ ରେ ଭୀଷଣ ଖରା ଗ୍ରୀଷ୍ମ ପ୍ରବାହ...

ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ନୂତନ ମନ୍ଦିର ନିମନ୍ତେ ଭୂମି ପୂଜନ ଉତ୍ସବ

 ଢେଙ୍କାନାଳ-:  ଅଦ୍ୟ ତା ୦୬.୦୫.୨୨ରିଖ ରେ କାମାକ୍ଷାନଗର ଏନ୍ ଏ ସି ଅନ୍ତର୍ଗତ ଆଳୁତୁମା ଗ୍ରାମ ରେ ପ୍ରାତଃ ୬ଘ. ସମୟ ରେ ଦଧିବାମନଜୀଉ...

କେସିଙ୍ଗା ସହରରେ ସିସିଟିଭି ଲଗାଇବାକୁ ଏନ୍ଏସି ପାରିଷଦ ବର୍ଗ ପକ୍ଷରୁ ଦାବି

କେସିଙ୍ଗା – କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବା, ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ...

ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ, ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ ଉପରେ ଆଲୋଚନା

ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ପଡିଲା ପାଦ ଭବାନିପାଟଣା -:( ମ ନି ସ )୬|୫ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ...

ଲାଞ୍ଜିଗଡ଼ ବ୍ଲକ… ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି

ସମାଜସେବୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତ୍ୟୁତ୍ତର, ସାଧାରଣରେ ପ୍ରଶଂସା ଲାଞ୍ଜିଗଡ଼,୦୬/୦୫(ମ.ନି.ସ)-ଆଧୁନିକ ଯୁଗର ମଣିଷ ଚନ୍ଦ୍ରପୃଷ୍ଠରୁ ଯାଇ ମଙ୍ଗଳପୃଷ୍ଠରେ ପହଞ୍ôଚଲାଣି । ବିଶ୍ୱ ଯୁ ବ୍ରହ୍ମାଣ୍ଡ ସୃଷ୍ଟିର...
error: Content is protected !!