ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

Sunil Chandra Nayak
ଜୁନାଗଡ଼,୨୪/୪(ମ ନି ସ)  ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରେ ସ୍ଥାନୀୟ ରବିବାର ବଜାର ଠାରେ ଜଳଛତ୍ର କରାଯାଇ ଲୋକଙ୍କୁ ଥଣ୍ଡା ସର୍ବତ ବଣ୍ଟନ କରାଯାଇଥିଲା।...

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak
  ଭୁବନେଶ୍ୱର -: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ମ୍ୟାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ମୁଖ୍ଯ ଶାସନ ସଚିବ ଶ୍ରୀ...

ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak
ଥୁଆମୂଳ ରାମପୁର:୨୪/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସଦର ମହକୁମାରେ ଥିବା ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀଙ୍କ ଅଧ୍ଯକ୍ଷତାରେ ଆଜି...

ନେହେରୁ ଯୁବକ ସଂଘ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak
କର୍ଲାମୁଣ୍ଡା: ଭାରତ ସରକାର ଯୁବାବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତତ୍ତ୍ଵାବଧାନରେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ନେହେରୁ...

ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବ

Sunil Chandra Nayak
ନର୍ଲା (ମନିସ) ନର୍ଲା ବ୍ଳକ ରେଖପୁର ଗ୍ରାମସ୍ଥିତ ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପଦ୍ମଲୋଚନ ଭୋଇଙ୍କ...

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak
ରାଉରକେଲା / ଇସ୍ପାତ ସହରର ପ୍ରତିଷ୍ଠିତ ସାଂସ୍କୃତିକ ନ୍ୟାସ ତଥା ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ତରଙ୍ଗ ଆନୁକୂଲ୍ୟରେ ସିଭିକ ସେଣ୍ଟର ଠାରେ ଏକ ମନୋରମ...

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak
ଢ଼େଙ୍କାନାଳ: ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଏକଘରିଆ ଗ୍ରାମ୍ୟ କମିଟିର ମିଳିତ ଆନୁକୂଲ୍ୟରେ...

ଧର୍ମଗଡ଼ କେନ୍ଦ୍ରାଞ୍ଚଳ କୋଶଳେଶ୍ୱର ମାଳି ସମାଜ ଖଳିଆପଲି ରେ ବୈଠକ ଅନୁଷ୍ଠିତ 

Sunil Chandra Nayak
ଗୋଳାମୁଣ୍ଡା/ମସିହା/୨୩/୪/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ଠାରେ ଧର୍ମଗଡ଼ କୋଶଳେଶ୍ୱର ମାଳି ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧର୍ମଗଡ଼...
error: Content is protected !!