କୋଏଲନଗର ସରସ୍ବତୀ ବିଦ୍ୟାପୀଠ ର ନୂତନ ଗୃହ ଉଦଘାଟନSunil Chandra NayakApril 12, 2022 by Sunil Chandra NayakApril 12, 20220 ରାଉରକେଲା/ ସହରର ପୁରାତନ ଶିକ୍ଷାନୁଷ୍ଠାନ କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଠାରେ ଶୌଚାଳୟ ଗୃହ ଓ ଉପର ମହଲା ପାଇଁ ପାହାଚ ରାଉରକେଲା ବିଧାୟକ... Read more
ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଯେ ସାମ୍ବାଦିକଙ୍କ ବୈଠକSunil Chandra NayakApril 12, 2022 by Sunil Chandra NayakApril 12, 20220 ନୂଆପଡା: ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ନୂଆପଡାର ନବ ଗଠିତ ସାମ୍ବାଦିକ ସଂଘ ଏନଡିୟୁଯେ ର... Read more
ମା ମୋଟ୍ରାଣୀ ଙ୍କ ଚୈତ୍ର ଘଣ୍ଟ ଯାତ୍ରା ପାଳିତSunil Chandra NayakApril 12, 2022 by Sunil Chandra NayakApril 12, 20220 କୋକସରା, ୧୨/୦୪ – କୋକସରା ବ୍ଲକ ମୋଟେର ର ଆରାଧ୍ୟ ଦେବୀ ମା ମୋଟ୍ରାଣୀ ଙ୍କ ଦୁଇ ଦିବସୀୟ ଚୈତ୍ର ଘଣ୍ଟ ଯାତ୍ରା ପାଳିତ... Read more
ଭବାନୀପାଟଣା ଠାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ବଧୀୟ ଦୁଇ ଦିନିଆ ତାଲିମ ଶିବିର Sunil Chandra NayakApril 12, 2022 by Sunil Chandra NayakApril 12, 20220 ଭବାନୀପାଟଣା ତା ୧୨.୪.୨୦୨୨ରିଖ : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଓଡ଼ିଶା ଶକ୍ତି ବିଭାଗ ତରଫରୁ ୧୨/୪ ଓ ୧୩/୪/୨୦୨୨ ଦୁଇ ଦିନ... Read more
ଗ୍ରୀଷ୍ମ ମହୋତ୍ସବ ଆସନ୍ତା ୨୧ ଓ ୨୨ ରେSunil Chandra NayakApril 12, 2022 by Sunil Chandra NayakApril 12, 20220 ରାଉରକେଲା/ ରାଉରକେଲା ଉଦିତନଗର ପଡିଆ ଠାରେ ଆସନ୍ତା ଏପ୍ରିଲ ମାସ ୨୧ ଓ ୨୨ ତାରିଖ ଦିନ ଗ୍ରୀଷ୍ମ ମହୋତ୍ସବ ଅନୁଷ୍ଠିତ ହେବ ବୋଲି... Read more
କୋକସରା ଠାରେ ମାଁ ଠାକୁରାଣୀଙ୍କ ଘଟଯାତ୍ରାSunil Chandra NayakApril 12, 2022 by Sunil Chandra NayakApril 12, 20220 କୋକସରା -୧୨/୦୪- ଚୈତ୍ର ମାସରେ ଧରାପୃଷ୍ଠକୁ ଅବତୀର୍ଣ୍ଣ ହୋଇଛନ୍ତି ମା ଠାକୁରାଣୀ । ତା’ସହିତ ମାଁ ଠାକୁରାଣୀଙ୍କ ବାର୍ଷିକ ଘଟଯାତ୍ରା କୋକସରା ବ୍ଲକର ପୁର... Read more
ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନାSunil Chandra NayakApril 12, 2022 by Sunil Chandra NayakApril 12, 20220 ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ପୂର୍ବତନ ସଭାପତି ବର୍ତ୍ତମାନର ଜଣେ ସକ୍ରୀୟ ଉପଦେଷ୍ଟା ତଥା ଜଣେ ସଚ୍ଚା ଓଡ଼ିଆ ପ୍ରେମୀ... Read more
ଆଦିବାସୀ ଙ୍କ ଜୀବନ ଜୀବିକା ମହୁଲ ଫୁଲ, ହେଲେ ଦଲାଲ କବଜାରେSunil Chandra NayakApril 12, 2022April 12, 2022 by Sunil Chandra NayakApril 12, 2022April 12, 20220 ଗୋଳାମୁଣ୍ଡା ତା ୧୨/୪(ମସିହା) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀଙ୍କୁ ଜୀବନ ଜୀବିକା ଦେଉଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବଜାରେ । ଜିଲ୍ଲାରେ... Read more
ସନ୍ୟାସୀ କୁଣ୍ଡାମାଲ-ଛୋରିଆଗଡ଼ ରାସ୍ତା ସୁଧୁରିବ କେବେ,,?Sunil Chandra NayakApril 12, 2022 by Sunil Chandra NayakApril 12, 20220 ଜୁନାଗଡ଼, ୧୨/୦୪(ନି.ପ୍ର) ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାର ନା ଧରୁନି।ଏପରି ଏକ ଦୃଶ୍ୟ ଦେଖିବାକୁ... Read more
ଖଲିଆପାଲିରେ ଶ୍ରୀରଘୁନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବSunil Chandra NayakApril 12, 2022 by Sunil Chandra NayakApril 12, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ସ୍ଥିତ ଖଲିଆପାଲି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ତିନି ଦିନଧରି ସୁନ୍ଦରାକାଣ୍ଡ... Read more