ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା

Sunil Chandra Nayak
ପ୍ରତିଶୃତି ନୁହେଁ,କାର୍ଯ୍ୟକାରୀ ଦାବୀ ମ.ରାମପୁର,୨୨/୧୧(ମସୀହା): କଳାହାଣ୍ଡି ମ.ରାମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆଜି ଛଅ...

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak
ରୁପ୍ରା, ୨୨/୧୧ (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ନର୍ଲା ଠାରେ ମଙ୍ଗଳବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ...

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak
ଟେମରି ୨୧/୧୧(ମ. ନି. ସ):-ଓଡ଼ିଶା ପୁରପଲ୍ଲୀରେ ଲୋକମାନଙ୍କ ପାରାୟଣ ପଠନ ଓ ଶ୍ରବଣ ଏକ ନିଆରା ପରମ୍ପରା । ପ୍ରାଚୀନ କାଳରେ ଗାଁ, ସହର...

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak
ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହ।ବସପୁର ଗ୍ରାମ ପଞ୍ଚାୟତ ର  କରଚଲା ଗ୍ରାମରେ ଜୁନାଗଡ଼ ବ୍ଲକର ଭତର। ସମାଜର...

ନଙ୍ଗଳବେଡ଼ାରୁ ପତ୍ରାପଡ଼ାକୁ ରାସ୍ତା ନିର୍ମାଣ ଦାବି 

Sunil Chandra Nayak
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ ଲାଞ୍ଜିଗଡ଼,୨୧/୧୧(ମନିସ)-ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ସବୁଦିନିଆ ପକ୍କା ରାସ୍ତା ଖଣ୍ଡେ ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଳାହାଣ୍ଡି...

ମହତାବ ଜୟନ୍ତୀ ଅବସରରେ ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର 

Sunil Chandra Nayak
ଡଃ ମହତାବ ଥିଲେ ଓଡିଶାର ଉଜ୍ବଳ ଜ୍ୟୋତି ସ୍ବରୁପ ମାଗଦର୍ଶକ  ରାଉରକେଲା/ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଥିଲେ ଓଡିଶାର ଉଜ୍ବଳ ଜ୍ୟୋତି...

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak
ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି ତ୍ରିଲୋଚନ ପାଢ଼ୀ (ଶିକ୍ଷକ ) ବିଶ୍ୱଦେବତା  ଆହେ ଜଗନ୍ନାଥ  ଲେଖୁଛି ତୁମକୁ ଚିଠି  ଦେଖିଯାଅ ଥରେ  କିପରି ଚାଲିଛି ...
error: Content is protected !!