ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

Sunil Chandra Nayak
ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ଦିନିକିଆ ଗସ୍ତରେ ବୋଡେ଼ନ ବ୍ଲକ ର ଚାରିଟି ସ୍କୁଲରେ ଚାଲୁଥିବା ୫ଟି କାର୍ଯ୍ୟ କୁ ପରିଦର୍ଶନ କରିଛନ୍ତି ।...

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak
ଗୋଲାମୁଣ୍ଡା/ମସିହା/୧୧/୩/କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚାରିଛକ ସ୍ଥିତ ଡ଼ ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ...

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak
ରୁପ୍ରା, ୧୧/୩ (ଇମିସ) : କଳାହାଣ୍ଡି ଜିଲ୍ଲା ଅଧିନ ନର୍ଲାବ୍ଲକ୍ ହେଉଛି ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ବ୍ଲକ୍ ଅଟେ । ଏହି ବ୍ଲକ୍ ଅଧିନରେ...

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak
ନର୍ଲା (ମପ୍ର) ନର୍ଲା ପଂଚାୟତ ସମିତି ଅନ୍ତର୍ଗତ ୨୬ ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ନାଏବ ସରପଂଚ ନିର୍ବାଚନ ଅନୁଷ୍ଠିତ ହୋଇଛି। ରୁପ୍ରାରୋଡ ଗ୍ରାମ...

ନବମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak
ରାଉରକେଲା/ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଚଳିତ ମାସ ଆସନ୍ତା ୧୬ତାରିଖରେ ହେବାକୁ ଥିବା ନବମ ପ୍ରତିଷ୍ଠା ଦିବସ ତଥା ବାର୍ଷିକୋତ୍ସବ ପାଇଁ...

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak
ରୁପ୍ରା, ୧୧/୩ : ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନର୍ଲାବ୍ଲକର ୨୬ ଟି ଗ୍ରାମ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ...

ରାକ୍ସି ପଂଚାୟତର ମୈ।ଳିକ ସୁବିଧା ଯୋଗାଇ ଦେବା ମୋର ଲକ୍ଷ:ରାକ୍ସି ସରପଂଚ

Sunil Chandra Nayak
ନର୍ଲା (ମପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ରାକ୍ସି ପଂଚାୟତଟି ୪ ଗୋଟି ଗ୍ରାମ ରାକ୍ସି, ଗୋଖରା,ବୁଢିପଦର ଓ ଖାଇଚୁଆଁ ଗ୍ରାମର ୧୧ ଗୋଟି ୱ।ର୍ଡକୁ...

ବିପିଏଲ ହିତାଧିକାରୀଙ୍କ ଘରୁ ବିଦ୍ଯୁତ କାଟି ଦିଆଗଲା , ଏବେ ହିତାଧିକାରୀ ଅନ୍ଧାର ଘେର ରେ

Sunil Chandra Nayak
ମୋହନଗିରୀ:୧୦/୩- ମ.ନି.ସ:- ସରକାରଙ୍କ ତରଫରୁ ପ୍ରତ୍ୟେକ ଗରିବ ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ବିଜୁଳି ଯୋଗାଇବା ବ୍ଯବସ୍ତା କରାଯାଇଛି। ତେବେ ବିଦ୍ଯୁତ ବିଭାଗ ଦ୍ବାରା ଏମାନଙ୍କୁ...
error: Content is protected !!