ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ସଙ୍ଗୀତ ଦିବସ ଅବସରରେ ବାଲୁକା କଳା

ବିଶ୍ୱ ସଙ୍ଗୀତ ଦିବସ ଅବସରରେ ବାଲୁକା କଳା

କର୍ଲାମୁଣ୍ଡା: ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ୱ ସଂଗୀତ ଦିବସ ଭାବେ ପାଳନ କରାଯାଏ l ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପଶ୍ଚିମ ଓଡିଶାର ଲୋକବାଦ୍ୟ ଢୋଲ, ମୁହୁରି, ନିଶାନ, ତାସା, ଝୁମୁକା ସମେତ ଘୁମୁରା, ମୃଦଙ୍ଗ, ମାନ୍ଦଳ, ଘୁଡୁକା, ଖଞ୍ଜଣୀ, ଝାଞ୍ଜ, ଗିନି, ସାରଙ୍ଗି, ବୀଣା, ବଂଶୀ ଇତ୍ୟାଦି ର ନିଖୁଣ ଚିତ୍ର ଅଙ୍କନ କରି ବିଶ୍ୱ ସଙ୍ଗୀତ ଦିବସ ପାଳନ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଚିତି ସାପ କାମୁଡାରେ ଯୁବକ ମୃତ

Sunil Chandra Nayak

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ 

Sunil Chandra Nayak

ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲକୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

masiha

Leave a Comment

error: Content is protected !!