ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

ଲାଞ୍ଜିଗଡ, ୨୭/୦୬( ମନିସ)-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ଉପସଭାପତି ଦାୟିତ୍ୱରେ ଥିବା ଦେବାଶିଷ ରଞ୍ଜନ ବିଶି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟନାୟକ ଓ ଦଳର ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହଦେଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ବିଶିଙ୍କ ଇସ୍ତଫା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ତରଫରୁ ଘେରାଉ ଓ ଆନ୍ଦୋଳନ କାର୍ଯ୍ୟକ୍ରମ

masiha

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

Leave a Comment

error: Content is protected !!