ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜ ସେବୀ ମା’ ମନୋରମାଙ୍କ ଜୟନ୍ତୀ 

ବିଶିଷ୍ଟ ସମାଜ ସେବୀ ମା’ ମନୋରମାଙ୍କ ଜୟନ୍ତୀ 

କଟକ : କଟକ ସଦରର ପୂର୍ବତନ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମୀ ଗାନ୍ଧୀ ବାଦି ଦୋଳଗୋବିନ୍ଦ ପ୍ରଧାନଙ୍କ ସହଧର୍ମଣୀ ବରିଷ୍ଟ ସମାଜସେବୀକା ସ୍ନେହୀ ମା’ ମନୋରମାଙ୍କ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସଭାପତି ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ,ଅନିଲ କୁମାର ଦାସ,ବସନ୍ତ କୁମାର ରଥ,ଶରତ କୁମାର ରାୟ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଭକ୍ତି ପୂତ ପ୍ରଣାମ ଜଣାଉଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ “ଅନନ୍ତ” ଅନୁଷ୍ଠିତ 

masiha

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!