ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋବିନ୍ଦପୁର ସାପ୍ତାହିକ ହାଟ ଠାରେ ଜଳଛତ୍ର ର ଶୁଭାରମ୍ଭ

ଢ଼େଙ୍କାନାଳ:ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପୁର ସାପ୍ତାହିକ ହାଟ ଠାରେ ପ୍ରବଳ ଗ୍ରୀଷ୍ମ ତାପ ଜନିତ ତୃଷ୍ଣା ମେଣ୍ଟାଇବା ନିମିତ୍ତ ଆଜି ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅରୁଣ ପରିଡ଼ା ଙ୍କ ଦ୍ୱାରା ଏକ ଘୋଳ ଦହି ମିଶ୍ରିତ ଜଳ ଛତ୍ର ର ଶୁଭ ଉଦଘାଟନ କରଯାଇଛି। ଫଳରେ ହାଟୁଆ , ବାଟୁଆ ସଭିଏଁ ସାମିଲ୍ ହୋଇ ଥିବାରୁ ଉକ୍ତ ଅଞ୍ଚଳ ର ଜନସାଧାରଣ ଓ ବୁଦ୍ଧିଜୀବି ସରପଞ୍ଚ ଙ୍କ ଏହି ପରି ମହନୀୟ ଉଦ୍ୟମ କୁ ପ୍ରଶଂସା କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

ଆନନ୍ଦପୁର – ଯୁବକ ଙ୍କ ଅକାଳ ବିୟୋଗ

Leave a Comment

error: Content is protected !!