ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମନୋଜ ଅଗ୍ରୱାଲ ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ମନୋନୀତ 

ମନୋଜ ଅଗ୍ରୱାଲ ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ମନୋନୀତ 

ନବରଙ୍ଗପୁର:(୭|୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ଭାବେ ମନୋନୀତ ହୋଇଛନ୍ତି ମନୋଜ ଅଗ୍ରୱାଲ (ମିଟୁ ଭାଇ) lଏ ନେଇ ବିଜେପି ରାଜ୍ୟ କମିଟି ପତ୍ର ମାଧ୍ୟମରେ ଜଣାଇଛନ୍ତି lମନୋନୀତ ହେବା ପରେ ମନୋଜ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି lମନୋଜ ଅଗ୍ରୱାଲ ବିଜେପିର ଜଣେ ବରିଷ୍ଠ ତଥା ଆଗ ଧାଡ଼ିର ନେତା l ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଷ୍ଠାପର ଭାବେ କାମ କରିବେ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି lଏଥିସହ ବିଜେପି ଦଳ କୁ ବ୍ଲକ ସ୍ତର ରେ ସୁଦୃଢ କରିବା ସହ ପଞ୍ଚାୟତ ନିର୍ବାଚନ ର ପ୍ରସ୍ତୁତି ଆରମ୍ଭ କରିବୁ ଓ ଭଲ ସଫଳତା ପାଇବୁ ବୋଲି କହିଛନ୍ତି l ମନୋଜଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି l

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିର୍ବାଚନୀ ପ୍ରଚାରରେ ଶିଶୁ  ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ

masiha

ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ       

Sunil Chandra Nayak

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!