ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ହୋଇ ଜୀବନ ଯୋଦ୍ଧରେ ନ ହାରିବାର ପଣ 

ଦିବ୍ୟାଙ୍ଗ ହୋଇ ଜୀବନ ଯୋଦ୍ଧରେ ନ ହାରିବାର ପଣ 

କାମାକ୍ଷାନଗର (ମନିସ )2/3/25 // ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ସର୍ବେଶ୍ୱର। ମେକାନିକ୍ ସାଜି ନିଜ ଗୋଡ଼ରେ ଛିଡା ହୋଇ ସମାଜ ପାଇଁ ସାଜିଛନ୍ତି ପ୍ରେରଣା। କିଏ କେମିତି, କେଉଁଠି ଆଉ କେଉଁଭଳି ଭାବରେ ଜନ୍ମ ନେବ ସେକଥା ଭଗବାନ ନିର୍ଣ୍ଣୟ କରିଥାନ୍ତି। କିନ୍ତୁ ସଂସାରକୁ ଆସିବା ପରେ ଜୀବନ ଜୀଇବାକୁ କର୍ମ ଆମେ ନିଜେ କରିଥାଉ। ଆଉ ସଂସାରରେ ନିଜ କର୍ମ ହିଁ ଜଣକ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଠିକ୍ ସେମିତି ଜନ୍ମରୁ ଦିବ୍ୟାଙ୍ଗ ହୋଇ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜର କର୍ମ ପାଇଁ ସର୍ବେଶ୍ୱର ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହୋଇ ସମାଜର ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅତିରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ତାଳୁକ ଆଇନ ସେବା ସମିତି ତରଫରୁ ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!