ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଅଙ୍ଗନବାଡି ଦିଦି ଙ୍କୁ ସ୍ୱାଗତ 

ନୂତନ ଅଙ୍ଗନବାଡି ଦିଦି ଙ୍କୁ ସ୍ୱାଗତ 

 ମୟୂରଭଞ୍ଜ- ୬/୦୩ // ବିଜାତଳା ବ୍ଲକ ମାଣିକପୁର ପଂଚାୟତ ର ନୂଆଗାଁ ଗ୍ରାମର ନୂତନ ଅଙ୍ଗନବାଡି ଦିଦି କୁମାରୀ ଆରତୀ ମାଝୀ ଙ୍କୁ ରାମଦୋଳି ଯୁବକ ସଂଘ ପକ୍ଷ ରୁ ସ୍ୱାଗତ କରାଯାଇଛି l ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା,ସୁଖମଣି ହେମ୍ବ୍ରମ କାରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ ଉପସ୍ଥିତ ରହିଥିଲେ l ଗତ ଡ଼ିସେମ୍ବର ମାସ ରୁ ପଦବୀ ଖାଲି ପଡିଥିଲା l ଫେବୃଆରୀ 24 ତାରିଖ ଦିନ କାର୍ଯ୍ୟ ରେ ଯୋଗ ଦେଉଥିଲେ l ସେ ଆଗ କୁ କୋମଳ ମତି ଶିଶୁ ମାନଙ୍କ ଭବିଷ୍ୟତ କୁ ଉଜ୍ୱଳ କରିବ ବୋଲି ମତ ପ୍ରକାଶ କରିଥିଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

masiha

ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବ

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!