ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

ନବରଙ୍ଗପୁର: (୨୨|୩)(ରବି ନାରାୟଣ ମହାନ୍ତି)ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ନୂତନ ଭାବେ ତିନି ଜଣକୁ ଦାଇତ୍ୱ ବଣ୍ଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲା କୋଚ ଭାବେ ଜି ଚନ୍ଦ୍ରଶେଖର ରାଜା, ପିଚ୍ କ୍ୟୁରେଟର ଭାବେ ଦୁର୍ଯ୍ୟ ହରିଜନ ସେହିପରି ନବରଙ୍ଗପୁର ଷ୍ଟାଡିୟମ ର ତତ୍ତ୍ୱାବଧାରକ ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ମନୋନୀତ କରାଯାଇଛି । ଏ ବାବଦରେ ଶ୍ରୀ ତ୍ରିପାଠୀ ଏକ ଚିଠି କରିଛନ୍ତି । ନୂତନ ଦାଇତ୍ୱ ପାଇବା ପରେ ସମସ୍ତେ ଖୁବ୍ ଉତ୍ସାହିତ ହୋଇଛନ୍ତି ଏବଂ ଜିଲ୍ଲା କ୍ରିକେଟର ଉନ୍ନତି ନିମନ୍ତେ କାମ କରିବେ ସାଥେ ସାଥେ ନୂତନ ପ୍ରତିଭାର ଅନ୍ୱେଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା କାଲିକେଶ୍ୱରୀ କ୍ରିକେଟ ଫାଇନାଲ,ବଡ଼ ପୁଝାରିଗୁଡା ଦଳ ଚାମ୍ପିୟାନ

Sunil Chandra Nayak

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

masiha

Differently Abled Cricket Council of India receives PCI recognition.

masiha

Leave a Comment

error: Content is protected !!