ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚ ହେଵତ ଏମିତି ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସବୁବେଳେ ସେବାରେ ଆଗେ 

ସରପଞ୍ଚ ହେଵତ ଏମିତି ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସବୁବେଳେ ସେବାରେ ଆଗେ 

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପଂଚାୟତ ରେ ସରପଞ୍ଚ ଙ୍କ,ଦୁଃଖ ସୁଖ ଲୋକ ଙ୍କର ସେବା ସବୁ ସମୟ ରେ ସେ ଆଗରେ ରହନ୍ତି ତାଙ୍କ ଜୀବନ ରେ ଯେତେ ଦୁଃଖ ଥିଲେ ମଧ୍ୟ୍ୟ ସେ ସେବାରେ ରେ ଆଗୋ ରହନ୍ତି ପ୍ରତେକ ଦିନରେ କିଛି ନା କିଛି ତାଙ୍କର ସେବା ଲାଗିଥାଏ ମାନବ ସେଵାହୀ ମାଧବ ସେବା, ଜଳିଆ ଗ୍ରାମର ମଦନ ବିଶ୍ୱାଳ ଙ୍କର ଧର୍ମ ସ୍ତ୍ରୀ ସବେତ୍ରୀ ବିଶ୍ୱାଳ ତିନିଦିନ ହେବତାଙ୍କର ମୁର୍ତ୍ୟୁ ହୋଇଥିଲା ମୁର୍ତ୍ୟୁ ଖବର ପାଇଁ ଧୂମାଭଟା ସରପଞ୍ଚ ବନମାଳି ନାୟକ ଖବର ପାଇ ତୁରନ୍ତ ସେ ହରିଚନ୍ଦ୍ର ଯୋଜନା ର ଟଙ୍କା ଆଣି, ପରିବାର ବର୍ଗ କୁ ତିନି ହଜାର ଟଙ୍କା ପ୍ରଦାନ କରି ଥିଲେ ଶ୍ରୀ ବନମାଳୀ ଏହି ପରିବାର କୁ ଆସି ଦୁଃଖ ସୁଖ ବୁଝି ଥିଲେ ଧୂମାଭଟା ପଂଚାୟତ ରେ ହରିଚନ୍ଦ୍ର ଯୋଜନା ରେ କେମିତି ଜଲଦିସାମିଲ ହେବ ସେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି ଏହି ସମାଜ ସେବାକୁ ଦେଖି ଧୂମାଭଟା ଗ୍ରାମ ପଂଚାୟତ ର ଭିବିନ୍ନ ଗାଁ ରେ ପ୍ରଶଂସା ପାଉଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

masiha

ସାମ୍ବାଦିକ ଙ୍କ ପିତୃ ବିୟୋଗ 

masiha

ଦିବଙ୍ଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା 

masiha

Leave a Comment

error: Content is protected !!