ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ ଡାକ ଶୁଭିଲା କି ନାହିଁ???

ଡାକ ଶୁଭିଲା କି ନାହିଁ???

 

ଡାକୁଛି ଆରତେ ଆହେ ଜଗନ୍ନାଥେ

ଡାକ ଶୁଭିଲା କି ନାହିଁ

ଦୂଖୀଜନଙ୍କର ନାଥ ଵୋଲାଉଛ

କର୍ଣ୍ଣକୁ କି ଶୁଭୁ ନାହିଁ??

ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।।୧।

ମଣିମା ମଣିମା ଡାକ ପଡୁଅଛି

ଗୁହାରି ଶୁଣିବା ହେଉ

ଗୁହାରିଜନଙ୍କ ଡାକ ନ ଶୁଣିଲେ କି

କି ବୋଲିବେ କୁହନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।୨।

କରକି ପରୀକ୍ଷା ଆରତ ଜନଙ୍କୁ

ହୃଦୟର ରକତରେ

ଶୁଣି ନଶୁଣିଲା ପଳାଏ ରହୁଛ

କାହିଁକି କୁହ ହେ ନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।।

 

ସହଦେବ ପରିଡ଼ା
କୋଷାଗୁମୁଡା

Related posts

ନୂଆଗାଁ ପଞ୍ଚାୟତ ରେ ପୋଖରୀ ନିଳାମ କୁ ନେଇ ଉତ୍ତେଜନା ,ଅଫିସରେ ତାଳା ଦେଲେ ମହିଳା ଗୋଷ୍ଠୀ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ତ୍ରିନାଥ ପଟ୍ଟନାୟକ,ଗାନ୍ଧୀନଗର, କୋରାପୁଟ  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!