ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବ ପଳାଶ ମୁଣ୍ଡିଆ ରଗଡି ସାହିରେ ବଜ୍ରାପାତ ଘଟି ୬ ଗୋରୁ ମୃତ 

ଆମ୍ବ ପଳାଶ ମୁଣ୍ଡିଆ ରଗଡି ସାହିରେ ବଜ୍ରାପାତ ଘଟି ୬ ଗୋରୁ ମୃତ 

ଢେଙ୍କାନାଳ (ମନିସ)16/5/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଖଣ୍ଡର ପରଜଙ୍ଗ ବ୍ଳକ୍ ଆମ୍ବ ପଳାଶ ଗ୍ରାମର ମୁଣ୍ଡିଆ ରଗଡି ସାହିରେ ଘଟିଛି ଅଘଟଣ । ଅପରାହ୍ନରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ଝଡ ତୋଫାନ ସହ ବଜ୍ରପାତ ହେବାରୁ ନିକଟରେ ଥିବା ଏକ ଆମ୍ବ ଗଛରେ ଲାଗିଥିଲା l ବର୍ଷା ଯୋଗୁଁ ଚରୁଥିବା ଗାଇଗୋରୁ ଗୁଡିକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାପାତରେ ମୃତ୍ୟୁ ହୋଇଛି l ତୁରନ୍ତ ଯୁଦ୍ଧକାଳିନ ଭିତ୍ତିରେ ଶବ ବ୍ୟବଚ୍ଛେଦ କରାଯାଇ ଗରିବ ଗୋ -ରକ୍ଷକ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଲୋକାର୍ପିତ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପାଞ୍ଚଟି 5ଟି ଉଚ୍ଚ ବିଦ୍ୟାଳୟ : କିନ୍ତୁ କେଉଁଠି ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନି  

Leave a Comment

error: Content is protected !!