ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

ଜୁନାଗଡ଼ ୩୦/୪(ମ ନି ସ) : ଜୁନାଗଡ଼ ସହର ର ମାରବାଡ଼ି ଯୁବମଞ୍ଚ ପକ୍ଷରୁ ସ୍ଥାନୀୟ ଅଗ୍ରୱାଲ ନର୍ସିଙ୍ଗ ହୋମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ଏହି ଶିବିରରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଥାନା ଅଧିକାରୀ ଉତମ ସାହୁ ଅତିଥିଭାବେ ଯୋଗଦେଇଥିଲେ। ସଂଗଠନର ଅନେକ ସ୍ବେଚ୍ଛା ସେବୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଏହି ଶିବିରରେ ସଂଗଠନର ସଭାପତି ଯୋଗେଶ ଖେମକା, ସମ୍ପାଦକ ପଙ୍କଜ ଖେମକା, କୋଷଧକ୍ଷ୍ୟ ସୁରଜ ଅଗ୍ରୱାଲ, ଅମିତ ଗୁପ୍ତା, ଗୋପାଳ ମିତ୍ତଳ, ସନ୍ତୋଷ ସିଂହଳ ଅତୁଳ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ ,ଅକ୍ଷୟ ଅଗ୍ରୱାଲ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବଲା ଗାଁ ରେ ଶୋଇଥିବା ଅବସ୍ଥାରେ ନିଆଁ ରେ ଜଳି ସ୍ବାମୀ ସ୍ତ୍ରୀ ଗୁରୁତର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବିରହ 

Sunil Chandra Nayak

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

Leave a Comment

error: Content is protected !!