ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

 ମୟୂରଭଂଜ – ୩୦/୦୭ — ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳଡାଙ୍ଗିରୀ ପଞ୍ଚାୟତର ସୁରିଆଗୋଡ଼ା ଗାଁର କୁମାରସାହି ଦେଇ ଯାଇଥିବା – ସୁରିଆଗଡା- ରୁଆଁସି ମଝିରେ ଥିବା କୁମାରସାହି ପୋଲଟି ଲଗାଣ ବର୍ଷାରେ ଭାସି ଲଗାଣ ବର୍ଷାରେ ଭାଷିଯିବା ଫଳରେ ଅଂଚଳ ବାସୀଙ୍କ ଗମନାଗମନ ପ୍ରଭାବିତ ହୋଇଛି । ଏହି ରାସ୍ତା ଦୈନିକ ଯିବା ଆସିବା କରୁଥିବାବେଳେ ଶହ ଶହ ଲୋକ ସ୍କୁଲ ଛୁଆ,ପରିବହନ ଗାଡ଼ି,ଆମ୍ବୁଲାନ୍ସ ଯିବା ଆସିବା କରିପାରୁନାହିଁ ।ଏଠାରେ ମାସେ ହେଲା ଲାଗି ରହିଥିବା ଲଗାଣବର୍ଷା ଯୋଗୁଁ ପୋଲଟି ସମ୍ପୂର୍ଣ ଭାଙ୍ଗିଯିବା ଫଳ ରେ ଅଞ୍ଚଳବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଏହି ପୋଲ ଭାଙ୍ଗି ମାସେ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପୋଲ ନିର୍ମାଣ ବ୍ୟବସ୍ଥା କରିବାପାଇଁ ସାଧାରଣରେ ଦାବି ହେଉଛି । 

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

masiha

ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର କାର୍ଯ୍ୟକାରିଣୀ ସମିତି କୁ ମନୋନୀତ ହେଲେ ହୃଷିକେଶ ମିଶ୍ର

Sunil Chandra Nayak

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

Leave a Comment

error: Content is protected !!