ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

କଟକ : ଜଗତସିଂହପୁର ଜିଲ୍ଲା ଜୟବଡ଼ ଗ୍ରାମର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମର ବୀର ପୁରୁଷ ପ୍ରାଣ କୃଷ୍ଣ ପଢ଼ିହାରୀଙ୍କ  ୬୭ ତମ ଶ୍ରାଦ୍ଧ ଉତ୍ସବ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟ ପୂଜା ଭବନରେ ସଭାପତି ସରୋଜ ନଳିନୀ ପରିଜା,ଉପଦେଷ୍ଟା ଇଂ. ସେବକଶ୍ରୀକାନ୍ତ,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷକ ମିହିର କୁମାର ନାୟକ,ସନ୍ତୋଷ କୁମାର ଭୋଇ ଓ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ ଛାତ୍ରଛାତ୍ରୀ ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶବ ଦାହ କରିଥିଲେ ଆଜି ନିଜେ ଶବ ହୋଇ ଗଲେ

masiha

କଂକ୍ରିଟ ରାସ୍ତାର ମହାଦୁର୍ନୀତି , ୪ ମାସ ଭିତରେ କଂକ୍ରିଟ ରାସ୍ତା ଖଣ୍ଡ ଖଣ୍ଡ 

Sunil Chandra Nayak

ସରକାରୀ ଜାଗାରେ ଗୃହ ନିର୍ମାଣ କୁ ଗ୍ରାମବାସୀ ବିରୋଧ

masiha

Leave a Comment

error: Content is protected !!