ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

ଜୁନାଗଡ଼ (ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମରେ ବିଶ୍ଵ ରଞ୍ଜନ ଅଘରିଆଙ୍କ ବାସ ଭବନରେ ୮୪ ବର୍ଗ ଅଘରିଆ ସମାଜ କଳାହାଣ୍ଡି ଅଞ୍ଚଳର ଭାଇ ବନ୍ଧୁ କୁଟୁମ୍ବ ତଥା ସମାଜ ଭାଇମାନେ ଓ ଗ୍ରାମ ଲୋକେ ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବାରୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ତାଙ୍କ ପିତାଙ୍କ ନାମ ହେଉଛି ଲକ୍ଷ୍ମଣ ଅଘରିଆ ଓ ମାତାଙ୍କ ନାମ ହେଉଛି ଦାମନି ଅଘରିଆ । ସେ ଏମ ବି ବି ଏସ ପାଠ୍ୟକ୍ରମରେ କଳାହାଣ୍ଡିସ୍ଥିତ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେଥି ପାଇଁ ଅଘରିଆ ସମାଜ ଗୌରବ ଅନୁଭବ କରୁଛନ୍ତି। ଏଥିରେ ଜିଲ୍ଲା ସଭାପତି ସୁଜନ ଅଘରିଆ, ଚିଚିଆ ସରପଞ୍ଚ ମଦନ ପଟେଲ, ଉଦେଶ୍ରୁଙ୍ଗ ସରପଞ୍ଚ ନାରାୟଣ ଅଘରିଆ, ମାନଝରି ସରପଞ୍ଚ ଜଗଜ୍ଜିବନ ଅଘରିଆ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।

ଜୁନାଗଡ଼ ଜୋନରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

Sunil Chandra Nayak

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

Leave a Comment

error: Content is protected !!