ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା 

ନୂଆପଡା, ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା। ଆଜି ପ୍ରାର୍ଥୀ ନେଇଥିବା ଫାର୍ମ ୧.କିଶୋର ବାଗ, ଖଡିଆଳ, ୨.ଦିଗପାଳ ନାଗ, କିରେକେଲା, ୩.ଘାସିରାମ ମାଝୀ, ନୂଆପଡ଼ା ୪.ଆଶ୍ରୟ ମହାନନ୍ଦ,ମେଣ୍ଡଳିପାଳି ବିର ମହାରାଜପୁର, ସୋନପୁର, ୫.ପୁନମ କୁମାର ସାହୁ, ନୂଆପଡା, ୬ କମଲ କୁମାର ଛତ୍ରିଆ, କପଲାଭଟା ବଙ୍ଗୋମୁଣ୍ଡା ପ୍ରାର୍ଥୀ ହେବା ନେଇ ଫାର୍ମ କ୍ରୟ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

Sunil Chandra Nayak

ଧର୍ମଗଡ ଏନଏ ସି ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!