ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ବିରାଟ ପର୍ବ: ଚନ୍ଦନ ଯାତ୍ରା ମଞ୍ଚସ୍ଥ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ପକ୍ଷରୁ ହେଉଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବର ତୃତୀୟ ରଜନୀରେ ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, କୁନ୍ତଭଟ୍ଟ- କୁରୁକ୍ଷେତ୍ର ରଣା, ଦୁତ- ଭରତ ରଣା, ମାଣିଆ- ନେହେରୁ ରଣା, ମଡ଼ାଖାଇ- ଜଗବନ୍ଧୁ ରଣା, ରାଣୀ- କ୍ଷୀର ସାଗର ରଣା, ସୈରେନ୍ଦ୍ରି- ସନ୍ତୋଷ ରଣା, କିଚକ- ଇନ୍ଦ୍ରମଣି ରଣା, କରୁଣା- ନିଲାନ୍ଦ୍ରି ରଣା, ନାବିକ- ଯାଦୁ ରଣା, ଋଷି ରଣା ପ୍ରମୁଖ କଳାକାର ଅଭିନୟ କରିଥିଲେ l ଅନୁଷ୍ଠାନର ସଭାପତି ଡମ୍ବରୁଧର ରଣା ଓ ସମ୍ପାଦକ କୃଷ୍ଣଚନ୍ଦ୍ର ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକରେ ସମ୍ବାରୁ ରଣା, ଟଙ୍କଧର ରଣା, ପ୍ରମୋଦ ରଣା, ଅରୁଣ ରଣା, ସୁଶାନ୍ତ ରଣା, ନମିତ ରଣା, ପୁରନ୍ଦର ରଣା, ନିର୍ମଳ ରଣା, କଣ୍ଠ ରଣା, ରଙ୍ଗାଧର ରଣା, ଜଗା ରଣା, ମୋହିତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ଏହି ଅନୁଷ୍ଠାନ ଆଜି ତାର ଚତୁର୍ଥ ରଜନୀରେ କିଚକ ବଧ ନାଟକ ମଞ୍ଚସ୍ଥ କରିବାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛି l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଇଣ୍ଡୋ ନେପାଲ ଖୋଖୋ ଟ୍ରଫି ଜିତିଲେ ଖଡ଼ିଆଳ ଛାତ୍ର

Sunil Chandra Nayak

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ମା ଦୁର୍ଗାଙ୍କ ମନ୍ଦିରରେ ରତ୍ନମୁଦ

Leave a Comment

error: Content is protected !!